nuankhai
ଓଡ଼ିଶା 

ନୂଆଁଖାଇ ରେ ଅଘଟଣ,ଟ୍ରକ ଧକ୍କାରେ ଚାଲିଗଲା ପୋଲିସ ଏଏସଆଇ ଙ୍କ ଜୀବନ

ନୂଆଁଖାଇ ରେ ଅଘଟଣ,ଟ୍ରକ ଧକ୍କାରେ ଚାଲିଗଲା ପୋଲିସ ଏଏସଆଇ ଙ୍କ ଜୀବନ ନୂଆପଡା : ନୂଆଁଖାଇ ସକାଳେ ସକାଳେ ଘଟିଯାଇଛି ଏକ ଦୁଖଦଃ ଘଟଣା I ଆଜି ନୂଆପଡା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଗୋଟମା ଛକରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣା ଘଟିଛି I ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଜଣେ ଛିଟିକି ପଡି ଏସ୍‌ଆଇଙ୍କ ମୃତ୍ୟୁ ଘଟିଛି । ମୃତ ପୋଲିସ୍ ଏସ୍‌ଆଇ ଜଣଙ୍କ ହେଉଛନ୍ତି ସୁଧାଂଶୁ ଶେଖର ପାଣ୍ଡେ। ତାଙ୍କ ଘର ବୋଡେନ ଥାନା ଅନ୍ତର୍ଗତ ବଇର ଗାଁରେ। ଏସ୍‌ଆଇ ସୁଧାଂଶୁ […]
Read More...

Advertisement