notification-for-agniveer-posting
ଦେଶ- ବିଦେଶ 

ଅଗ୍ନିବୀର ପୋଷ୍ଟ ପାଇଁ ବାହାରିଲା ବିଜ୍ଞପ୍ତି

ଅଗ୍ନିବୀର ପୋଷ୍ଟ ପାଇଁ ବାହାରିଲା ବିଜ୍ଞପ୍ତି ନୂଆଦିଲ୍ଲୀ:ଜୁନ ୨୦: ଦେଶର ଅନେକ ସ୍ଥାନରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଜାରି ରହିଛି । ଏଥିପାଇଁ ଆଜି ଅନେକ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହା ମଧ୍ୟରେ ଭାରତୀୟ ସେନା ଜରୁରୀ ବିଜ୍ଞପ୍ତି ଜାରି କରିଛି । ନିଯୁକ୍ତି ପାଇଁ ଜାରି ଏହି ବିଜ୍ଞପ୍ତି ବା ନୋଟିଫିକେସନ ଅନୁସାରେ ଜୁଲାଇ ମାସରୁ ହିଁ ରେଜିଷ୍ଟ୍ରେସନ୍‌ ଆରମ୍ଭ ହୋଇଯିବ । ନୋଟିଫିକେସନରେ ଆହୁରି କୁହାଯାଇଛି ଯେ, ଅଷ୍ଟମ ଓ ଦଶମ ପାସ୍‌ ଯୁବକ ଆବେଦନ […]
Read More...

Advertisement