North Korean Teen Sentenced
ବିଶ୍ବ 

ସ୍କୁଲ ଛାତ୍ର ଫିଲ୍ମ ଦେଖିବାରୁ ୧୪ ବର୍ଷ ଜେଲଦଣ୍ଡ

ସ୍କୁଲ ଛାତ୍ର ଫିଲ୍ମ ଦେଖିବାରୁ ୧୪ ବର୍ଷ ଜେଲଦଣ୍ଡ ଉତ୍ତର କୋରିଆ: ଉତ୍ତର କୋରିଆ ସରକାର ନିଜର ସ୍ୱତନ୍ତ୍ର ଏବଂ ଅଜବ ନିୟମ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଏ । ନିୟମକୁ କେହି ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯାଏ । ନିକଟରେ ଜଣେ ସ୍କୁଲ ପିଲାଙ୍କୁ କେବଳ ଏକ ଚଳଚ୍ଚିତ୍ର ଦେଖିବା ପାଇଁ ଏପରି ଦଣ୍ଡାଦେଶ ଶୁଣାଯାଇଛି ଯାହା ଏବେ ଆଲୋଚନାର ବିଷୟବସ୍ତୁ ପାଲଟିଛି । ଏକ ଦକ୍ଷିଣ କୋରିଆ ଫିଲ୍ମରୁ ଦେଖିବାରୁ ୧୪ ବର୍ଷୀୟ ସ୍କୁଲ ଛାତ୍ରକୁ ୧୪ ବର୍ଷର ଜେଲ […]
Read More...

Advertisement