NO ENTRY PE ENTRY
ମନୋରଞ୍ଜନ 

ଫିଲ୍ମରେ ଏକାଥରେ ୧୦ ଜଣଙ୍କ ସହ ରୋମାନ୍ସ କରିବେ ସଲମାନ

ଫିଲ୍ମରେ ଏକାଥରେ ୧୦ ଜଣଙ୍କ ସହ ରୋମାନ୍ସ କରିବେ ସଲମାନ ମୁମ୍ବାଇ: ଜୁନ ୧୭: ବଲିଉଡରେ ଦବଙ୍ଗ ଖାନ୍‌ ଭାବେ ବେଶ୍‌ ପରିଚିତ ସଲମାନ ଖାନ୍‌ । ଦର୍ଶକମାନେ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରି ରହିଥାନ୍ତି । ସଲମାନଙ୍କର ଆଗକୁ ଅନେକ ଫିଲ୍ମ ଆସିବାକୁ ଯାଉଛି । କି;ୁ ନିକଟରେ ତାଙ୍କର ଏପରି ଏକ ଫିଲ୍ମ ବିଷୟରେ ସୂଚନା ମିଳିଛି ଯେଉଁଥିରେ ଜଣେ ନୁହେଁ ବରଂ ଦଶ ଜଣ ଅଭିନେତ୍ରୀ ତାଙ୍କ ସହ ନଜର ଆସିବେ । ତାହା ହେଉଛି ଫିଲ୍ମ ନୋ ଏଣ୍ଟ୍ରି । […]
Read More...

Advertisement