niti ayog upadhkhya
ଦେଶ- ବିଦେଶ 

ନୀତି ଆୟୋଗର ଉପାଧ୍ୟକ୍ଷ ହେଲେ ଶ୍ରୀଯୁକ୍ତ ବେରି

ନୀତି ଆୟୋଗର ଉପାଧ୍ୟକ୍ଷ ହେଲେ ଶ୍ରୀଯୁକ୍ତ ବେରି ନୂଆଦିଲ୍ଲୀ: ଅପ୍ରେଲ ୨୩: ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ହେଲେ ସୁମନ କେ ବେରି । ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ରାଜୀବ କୁମାରଙ୍କ ଇସ୍ତଫା ପରେ ସୁମନ କେ. ବେରିଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ଆସନ୍ତା ମେ ମାସ ପହିଲାରୁ ବେରି ଦାୟିତ୍ୱ ଗ୍ରହଣ କରିବେ ।ପୂର୍ବରୁ ବେରି ନାସନାଲ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ୍ଚ ସଂସ୍ଥାରେ ନିର୍ଦ୍ଦେଶକ ଭାବେ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତି ପରାମର୍ଶଦାତା ପରିଷଦରେ ସଦସ୍ୟ ଥିଲେ […]
Read More...

Advertisement