Niranjan Patnaik
ଓଡ଼ିଶା 

ରାଜସ୍ଥାନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜଭବନ ସମ୍ମୁଖରେ ପିସିସିର ବିକ୍ଷୋଭ

ରାଜସ୍ଥାନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜଭବନ ସମ୍ମୁଖରେ ପିସିସିର ବିକ୍ଷୋଭ ଭୁବନେଶ୍ୱର : ଜୁଲାଇ ୨୭:କେନ୍ଦ୍ରର ବିଜେପି ସରକାର ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି ଏବଂ କ୍ରମାଗତ ଭାବେ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରଙ୍କୁ ଅନୈତିକ ଉପାୟରେ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ରାଜସ୍ଥାନରେ ବହୁମତ ପାଇ ସରକାର ଗଠନ କରିଥିବା କଂଗ୍ରେସ ଦଳର ବିଧାୟକ ମାନଙ୍କୁ ଅର୍ଥ ଓ ମନ୍ତ୍ରୀପଦ ପ୍ରଲୋଭନ ରେ ଆକୃଷ୍ଟ କରି […]
Read More...
ଓଡ଼ିଶା 

କଂଗ୍ରେସର ଅଭିଯୋଗ;୧୭ହଜାର କୋଟିର ପ୍ୟାକେଜ ନୁହେଁ ପ୍ରହଶନ ମାତ୍ର

କଂଗ୍ରେସର ଅଭିଯୋଗ;୧୭ହଜାର କୋଟିର ପ୍ୟାକେଜ ନୁହେଁ ପ୍ରହଶନ ମାତ୍ର ଭୁବନେଶ୍ୱର : ମେ ୩୧:ଓଡ଼ିଶା ସରକାରଙ୍କର ପ୍ରବଂଚନାପୂର୍ଣ୍ଣ ୧୭ ହଜାର କୋଟିର ପ୍ୟାକେଜକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଏହା ଏକ ପ୍ରହସନ ବୋଲି କହିଛନ୍ତି । ଭୁଷୁଡ଼ି ଯାଇଥିବା ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦ ଲକ୍ଷ କୋଟି ଟଙ୍କା ଯେପରି ଏକ ପ୍ରହସନ ରାଜ୍ୟ ସରକାର ଜୀବିକା ନିମନ୍ତେ ଘୋଷିତ ଯୋଜନା ‘ଜୀବିକା ମିଶନ‘ ସେହିପରି ଏକ ପ୍ରହସନ- ଏ ସରକାର ପ୍ରତିଶୃତି, […]
Read More...
ଓଡ଼ିଶା 

କରୋନା ସମୟରେ ତୈଳଦର ବୃଦ୍ଧି; ଜନସାଧାରଣଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା : ନିରଞ୍ଜନ

କରୋନା ସମୟରେ ତୈଳଦର ବୃଦ୍ଧି;  ଜନସାଧାରଣଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା : ନିରଞ୍ଜନ Edited by Papu Mohanty ଭୁବନେଶ୍ୱର :May 17: ପ୍ରତିଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ୟାକେଜ୍‌ ଘୋଷଣା କରିଚାଲିଛନ୍ତି । ତାକୁ ସମୀକ୍ଷା କଲେ ଜଣାଯିବ, ଏହି ପ୍ୟାକେଜ୍‌ ସବୁ ଲୋକଙ୍କୁ ଲୁଟିବାର ଗୋଟିଏ ରାସ୍ତା। ଦିନ ଦ୍ୱିପ୍ରହରରେ ଲୁଟିବାକୁ ପଛାଉନାହIନ୍ତି ଏମାନେ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ, ଯେତେବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୧୧୦ ଡଲାର ଥିଲା, ତେଲ ଦର ବର୍ତ୍ତମାନ ଦରଠୁ କମ୍‌ ଥିଲା […]
Read More...
ଓଡ଼ିଶା 

ନିରଞ୍ଜନଙ୍କ ପ୍ରଶ୍ନ; ୨୦ ଲକ୍ଷ କୋଟିର ପ୍ୟାକେଜ ପାଇଁ କେଉଁଠୁ ଆସିବ ଟଙ୍କା

ନିରଞ୍ଜନଙ୍କ ପ୍ରଶ୍ନ; ୨୦ ଲକ୍ଷ କୋଟିର ପ୍ୟାକେଜ ପାଇଁ କେଉଁଠୁ ଆସିବ ଟଙ୍କା By Papu Mohanty ଭୁବନେଶ୍ୱର : May 13: ପ୍ରଧାନମନ୍ତ୍ରୀ ମୋଦି ୨୦ ଲକ୍ଷ କୋଟିର ଯେଉଁ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି ସେଥିପାଇଁ ଟଙ୍କା କୋଉଠୁ ଆସିବ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଘୋଷଣା ହୋଇଥିବା ୨୦ ଲକ୍ଷ କୋଟି ଟଙ୍କା ବଜେଟରୁ ଆସିବ ନା ଅନ୍ୟ କେଉଁଠୁ ଆସିବ ? ଏହାସହ ମୋଦିଙ୍କ ସ୍ଥାନୀୟ ଉତ୍ପାଦ ବ୍ୟବହାର ନିବେଦନ କିଛି ନୂଆ କଥା ନୁହେଁ ବୋଲି […]
Read More...
ରାଜନୀତି  ଓଡ଼ିଶା 

ପ୍ରବାସୀ ଓଡିଆ ପ୍ରସଙ୍ଗ: ଟ୍ରେନ୍‌ ଠିକ୍‌ କର, ଟିକେଟ ଖର୍ଚ୍ଚ ଦେବ କଂଗ୍ରେସ : ନିରଞ୍ଜନ

ପ୍ରବାସୀ ଓଡିଆ ପ୍ରସଙ୍ଗ: ଟ୍ରେନ୍‌ ଠିକ୍‌ କର, ଟିକେଟ ଖର୍ଚ୍ଚ ଦେବ କଂଗ୍ରେସ : ନିରଞ୍ଜନ Edited by Papu Mohanty ଭୁବନେଶ୍ୱର : 09/05/:ରାଜ୍ୟ ସରକାରଙ୍କ ଦୁରଦୃଷ୍ଟି ଅଭାବ ଯୋଗୁ କରୋନା ଦ୍ୱାରା ସମସ୍ୟାରେ ଥିବା ଲକ୍ଷ ଲକ୍ଷ ଓଡିଆ ହଇରାଣ ହରକତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଉଦ୍‌ଭବ ସମସ୍ୟା ପାଇଁ ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ୨ ମାସ ଧରି ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସରକାର ଶୁଣିନାହାନ୍ତି । ମୁଖ୍ୟସଚିବଙ୍କୁ ପ୍ରତି ବ୍ଲକରେ […]
Read More...

Advertisement