nicotine in cigarettes
Feature 

ଧୂମପାନ ଛାଡ଼ନ୍ତୁ, ନଗଦ ଟଙ୍କା ପାଆନ୍ତୁ

ଧୂମପାନ ଛାଡ଼ନ୍ତୁ, ନଗଦ ଟଙ୍କା ପାଆନ୍ତୁ ଧୂମପାନ ହାରକୁ କମାଇବା ପାଇଁ ବ୍ରିଟେନର ଏକ ସହରରେ ଏକ ନିଆରା ପ୍ରସ୍ତାବ ଅଣାଯାଇଛି । ଏହି ପାଇଲଟ୍‌ କାଉନସିଲିଂ ସ୍କିମର ପ୍ରସ୍ତାବ ଅନୁସାରେ ଧୂମପାନ ଛାଡ଼ୁଥିବା ବ୍ୟକ୍ତିଙ୍କୁ ପ୍ରାୟ ୨୦ ହଜାର ନଗଦ ଟଙ୍କା ମିଳିବ । ସେହିପରି ଗର୍ଭବତୀ ମହିଳାଙ୍କ ପାଇଁ ଏହି ସ୍କିମ୍‌ ଅନୁଯାୟୀ ଦୁଇଗୁଣ ଅର୍ଥରାଶି ମିଳିବ । ବ୍ରିଟେନରେ କିଛି ସମୟରୁ ସ୍ମୋକିଂ ରେଟ୍‌ ଧୀରେଧୀରେ ବଢ଼ିବାରେ ଲାଗିଛି, ଯାହାକୁ ଦେଖି ଚେସାୟର ଇଷ୍ଟ ଏହି ସ୍କିମରେ ସାଧାରଣ ଜନତାଙ୍କ […]
Read More...

Advertisement