Nick Jonas
ମନୋରଞ୍ଜନ 

ମାତାପିତା ହେଲେ ପ୍ରିୟଙ୍କା-ନିକ୍‌

ମାତାପିତା ହେଲେ ପ୍ରିୟଙ୍କା-ନିକ୍‌ ଦିଲ୍ଲୀ: ଜାନୁଆରୀ ୨୨: ପାୱର କପଲ୍‌ ପ୍ରିୟଙ୍କା ଚୋପ୍ରା ଜୋନସ୍‌ ଏବଂ ନିକ୍‌ ଜୋନସ୍‌ଙ୍କ ପାଇଁ ଏବର୍ଷ ଢେରସାରା ଖୁସି ନେଇ ଆସିଛି । କାରଣ ବିବାହର ୩ ବର୍ଷ ପରେ ଗ୍ଲୋବାଲ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ସଙ୍ଗୀତକାର ନିକ୍‌ ପିତାମାତା ହୋଇଛନ୍ତି । ହେଲେ ଏହି ଦମ୍ପତ୍ତି ବାୟୋଲଜିକାଲ ନୁହେଁ ବରଂ ସରୋଗେସି ଜରିଆରେ ବାପାମାଆ ହେବାର ସୋଭାଗ୍ୟ ଅର୍ଜନ କରିଛନ୍ତି । ବିଳମ୍ବିତ ରାତିରେ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆ ଆକାଉଣ୍ଟରେ ଏକ […]
Read More...

Advertisement