next Chief of Defence Staff
ଦେଶ- ବିଦେଶ 

ନୂଆ ସିଡିଏସ ହେଲେ ଲେଫ୍‌ଟନାଣ୍ଟ ଜେନେରାଲ୍‌ ଅନୀଲ ଚୌହାନ

ନୂଆ ସିଡିଏସ ହେଲେ ଲେଫ୍‌ଟନାଣ୍ଟ ଜେନେରାଲ୍‌ ଅନୀଲ ଚୌହାନ ନୂଆଦିଲ୍ଲୀ: ଲେଫ୍‌ଟନାଣ୍ଟ ଜେନେରାଲ୍‌ ଅନୀଲ ଚୌହାନଙ୍କୁ ଦେଶର ନୂଆ ସିଡିଏସ୍‌ ଭାବେ ଚୟନ କରିଛନ୍ତି କେନ୍ଦ୍ର ସରକାର । ଚିଫ୍‌ ଅଫ୍‌ ଡିଫେନ୍‌ସ ଷ୍ଟାଫ୍‌ ଭାବେ ସେ ଦାୟିତ୍ୱ ସମ୍ଭାଳିବେ । ସିଡିଏସ୍‌ ସହିତ ସେ ସେନା ବ୍ୟାପାର ବିଭାଗ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ । ୨୦୨୧ ଡିସେମ୍ବରରେ ଜେନେରାଲ୍‌ ବିପିନ ରାୱାନ୍ତଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲିଥିଲେ । ଦୀର୍ଘ ୯ ମାସ ପାରେ ନୂଆ ସିଡିଏସ୍‌ ନିଯୁକ୍ତି ମିଳିଛି । […]
Read More...

Advertisement