New Born girl child rescue
ଓଡ଼ିଶା 

ଛଅ ମାଇଲ ନିକଟସ୍ଥ ଏଫ୍ ସି ଆଇ ଗୋଦାମ ପାଖରେ ଥିବା ଏକ ଜଙ୍ଗଲରୁ ପାରଳାଖେମୁଣ୍ଡି ପୋଲିସ ଦ୍ବାରା ନବଜାତ ଶିଶୁକନ୍ୟା ଉଦ୍ଧାର

ଛଅ ମାଇଲ ନିକଟସ୍ଥ ଏଫ୍ ସି ଆଇ ଗୋଦାମ ପାଖରେ ଥିବା ଏକ ଜଙ୍ଗଲରୁ ପାରଳାଖେମୁଣ୍ଡି ପୋଲିସ ଦ୍ବାରା ନବଜାତ ଶିଶୁକନ୍ୟା ଉଦ୍ଧାର ପାରଳଖେମୁଣ୍ଡି: ଅଗଷ୍ଟ ୧୪: (ଗରୁଡ଼ ଧ୍ଵଜ ଚୌଧୁରୀ)ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଛଅ ମାଇଲ ନିକଟସ୍ଥ ଏଫ୍ ସି ଆଇ ଗୋଦାମ ନିକଟରେ ଏକ ବୁଦାରେ ନବଜାତ ଶିଶୁ ପଡିରହିଥିବା ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପାରଳାଖେମୁଣ୍ଡି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରେ ଭର୍ତ୍ତି କରିଥିଲେ । ସମାଜରେ ଏବେ ବି ଶିଶୁକନ୍ୟା ଅଲୋଡ଼ା ହୋଇ ପଡିଛି l […]
Read More...

Advertisement