Nepal plane Aircrash
ବିଶ୍ବ 

ନେପାଳ ବିମାନ ଦୁର୍ଘଟଣାର ମିଳିଲା ‘ବ୍ଲାକବକ୍ସ’,୫ ଜଣିଆ ଟିମ କରିବେ ତଦନ୍ତ

ନେପାଳ ବିମାନ ଦୁର୍ଘଟଣାର ମିଳିଲା ‘ବ୍ଲାକବକ୍ସ’,୫ ଜଣିଆ ଟିମ କରିବେ ତଦନ୍ତ ନେପାଳ : ନେପାଳ ବିମାନ ଦୁର୍ଘଟଣାରେ ବିମାନର ‘ବ୍ଲାକ୍‌ବକ୍ସ୍‌’ ଉଦ୍ଧାର ହୋଇଛି I ଏ ନେଇ କାଠମାଣ୍ଡୁ ବିମାନ ବନ୍ଦର ଅଧିକାରୀ, ଶେର୍‌ ବାହାଦୁର୍‌ ଠାକୁର ସୂଚନା ଦେଇଛନ୍ତି I ଉଲ୍ଲେଖଯୋଗ୍ୟ, ‘ବ୍ଲାକ୍‌ବକ୍ସ୍‌’ କୁହାଯାଉଥିବା‘କକ୍‌ପିଟ୍‌ ଭଏସ୍‌ ରେକର୍ଡର୍‌ ତଥା ଫ୍ଲାଇଟ୍‌ ଡାଟା ରେକର୍ଡର୍‌’ରେ ଥିବା‘ଡାଟା’ରୁ ବିମାନ ଦୁର୍ଘଟଣାର କାରଣ ନିରୂପଣ କରାଯାଇପାରେ। ଏହି ବ୍ଲାକ୍ ବାକ୍ସ ମାଧ୍ୟମରେ ନେପାଳ ବିମାନ ଦୁର୍ଘଟଣା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରିବ I ଆଜି ଉଦ୍ଧାର କରାଯାଇଥିବା ‘ବ୍ଲାକ୍‌ବକ୍ସ’ ଭଲ ଅବସ୍ଥାରେ […]
Read More...

Advertisement