Navjot Singh Sidhu
ଦେଶ- ବିଦେଶ 

ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ

ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ ଦିଲ୍ଳୀ: ମେ ୧୯: ପଞ୍ଜାବ ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ତଥା ପୂର୍ବତନ କ୍ରିକେଟ୍‌ ଖେଳାଳୀ ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମ୍‌ କୋର୍ଟ । ରୋଡ୍‌ ରେଜ୍‌ (ସଡ଼କ ଉପରେ ହିଂସାତ୍ମକ କାର୍ଯ୍ୟକଳାପ)ମାମଲାରେ ସେ ଏବେ ବର୍ଷେ ଜେଲରେ ରହିବେ । ତେବେ ସୁପ୍ରିମ୍‌କୋର୍ଟଙ୍କ ଏହି ଆଦେଶ ପରେ ତାଙ୍କୁ ପଞ୍ଜାବ ପୋଲିସ ପଟିଆଲା ଜେଲ୍‌ଠାରେ ରଖିବେ ବୋଲି ସୂଚନା ମିଳିଛି । ୧୯୮୮ ମସିହା ଡିସେମ୍ବର ମାସରେ ପଟିଆଲାର ଏକ […]
Read More...
ରାଜନୀତି 

ବାପାଙ୍କ ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଲେ ଝିଅ: କହିଲେ, ବାପା ନଜିତିବା ଯାଏଁ ମୁଁ ବିବାହ କରିବିନି

ବାପାଙ୍କ ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଲେ ଝିଅ: କହିଲେ, ବାପା ନଜିତିବା ଯାଏଁ ମୁଁ ବିବାହ କରିବିନି ଅମୃତସର : ଫେବୃଆରୀ ୧୧: ପଞ୍ଜାବ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତେ ଜୋର୍‌ଦାର ହୋଇଚାଲୁଛି । ଏହିପରିପ୍ରେକ୍ଷୀରେ ଅମୃତସରର ପୂର୍ବ ବିଧାନସଭା ଆସନରୁ କଂଗ୍ରେସ ପକ୍ଷରୁ ନବଜ୍ୟୋତ ସିଂହ ସିନ୍ଧୁଙ୍କ ପ୍ରଚାର ପାଇଁ ତାଙ୍କ ଝିଅ ରାବିଆ ସିନ୍ଧୁ ମଇଦାନକୁ ଓହ୍ଲାଇଛନ୍ତିି । ସେ ନିଜ ବାପାଙ୍କ ପ୍ରଚାର ପାଇଁ ବିପକ୍ଷ ଦଳର ପ୍ରାର୍ଥୀ ବିକ୍ରମ ସିଂହ ମଜିଠିଆଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ରାବିଆ କହିଛନ୍ତି, ମଜିଠାରେ ଥିବା ତେଜରାତି ଦୋକାନମାନଙ୍କରେ […]
Read More...
ରାଜନୀତି 

ପୁଣି ଚର୍ଚ୍ଚାରେ ସିଦ୍ଧୁ

ପୁଣି ଚର୍ଚ୍ଚାରେ ସିଦ୍ଧୁ ଚଣ୍ଡିଗଡ: ଜାନୁଆରୀ ୧୧: ପୁଣି ଥରେ କଂଗ୍ରେସର ଅଭ୍ୟ।ନ୍ତରୀଣ କନ୍ଦଳକୁ ପଦ।ରେ ପକାଇଲେ ପଞ୍ଜ।ବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ । ଦଳ ବିପକ୍ଷ ବୟାନ ଦେଇ ପୁଣି ଚର୍ଚ୍ଚାରେ ସିଦ୍ଧୁ। କଂଗ୍ରେସର ବିଜୟ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ କଂଗ୍ରେସର ଶୀର୍ଷ ନେତୃତ୍ୱକୁ ହିଁ ଚ୍ୟ।ଲେଞ୍ଜ କରିଛନ୍ତି । ଉତ୍ତରରେ ସେ କହିଛନ୍ତି, ପ୍ରତିଟି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇପ।ରିବେ କି ? ଏବଂ ଦ୍ୱିତୀୟ କଥ। ମୁଖ୍ୟମନ୍ତ୍ରୀ ହ।ଇକମ।ଣ୍ଡ ବ।ଛି ନଥ।ଏ ବରଂ […]
Read More...
ରାଜନୀତି  ଦେଶ- ବିଦେଶ 

ପଞ୍ଜାବ ପ୍ରଦେଶ କଂଗ୍ରେସରେ ସାମିଲ ହେଲେ ରାପର୍‌ ସିଦ୍ଧୁ ମୋସେୱାଲା

ପଞ୍ଜାବ ପ୍ରଦେଶ କଂଗ୍ରେସରେ ସାମିଲ ହେଲେ ରାପର୍‌ ସିଦ୍ଧୁ ମୋସେୱାଲା ଅମୃତସର: ଡିସେମ୍ବର ୦୩: ପଞ୍ଜାବ ପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଶାସନରେ ଥିବା କଂଗ୍ରେସ ଜଣେ ନୂଆ ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ରାପର୍‌ଙ୍କୁ ନିଜ ଦଳରେ ସାମିଲ କରାଇଛି । ସେ ହେଉଛନ୍ତି ସିଦ୍ଧୁ ମୋସେୱାଲା । କଂଗ୍ରେସ ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଗାୟକ ସିଦ୍ଧୁଙ୍କୁ ଦଳରେ ସାମିଲ କରାଯାଇଛି । ସେହି କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନି ଏବଂ ପଞ୍ଜାବ କଂଗ୍ରେସ […]
Read More...
ରାଜନୀତି  ଦେଶ- ବିଦେଶ 

ସିଦ୍ଧୁଙ୍କ ଇସ୍ତଫା ନେଇ ମନୀଷଙ୍କ କଟାକ୍ଷ: କହିଲେ ପଞ୍ଜାବ କନ୍ଦଳରେ ପାକିସ୍ତାନ ଖୁସି

ସିଦ୍ଧୁଙ୍କ ଇସ୍ତଫା ନେଇ ମନୀଷଙ୍କ କଟାକ୍ଷ: କହିଲେ ପଞ୍ଜାବ କନ୍ଦଳରେ ପାକିସ୍ତାନ ଖୁସି ଚଣ୍ଡୀଗଡ଼: ସେପ୍‌ଟେମ୍ବର ୨୯: ଗତକାଲି ପଞ୍ଜାବ କଂଗ୍ରେସର ସଭାପତି ପଦରୁ ନବଜୋତସିଂହ ସିଦ୍ଧୁ ଇସ୍ତଫା ଦେଇଥିଲେ । ତାଙ୍କର ଇସ୍ତଫା ପରେ ଏବେ କଂଗ୍ରେସ ଭିତରେ କନ୍ଦଳ ଦେଖାଯାଇଛି । କଂଗ୍ରେସର ବରିଷ୍ଠ ନେତା ତଥା ଆନନ୍ଦପୁର ସାହିବ ଲୋକସଭା ସାଂସଦ ମନୀଷ ତିୱାରୀ ସିଦ୍ଧୁଙ୍କ ନାମ ନ ନେଇ ତାଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ପଞ୍ଜାବରେ ଚାଲିଥିବା କନ୍ଦଳକୁ ନେଇ ସବୁଠାରୁ ଅଧିକ ଖୁସି ପାକିସ୍ତାନ ହେଉଛି । ୧୯୮୦ ମସିହାରୁ ନେଇ […]
Read More...

Advertisement