Nationalist Congress Party (NCP)
ଦେଶ- ବିଦେଶ 

ପୁଣି ଶରଦଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା

ପୁଣି ଶରଦଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା ମୁମ୍ବାଇ: କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଖରାପ ହୋଇଛି । ଅସୁସ୍ଥତା କାରଣରୁ ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ନଭେମ୍ବର ୨ରେ ଡିସ୍‌ଚାର୍ଜ କରାଯାଇଥିଲା । ଏନେଇ ଦଳ ପକ୍ଷରୁ ଏ ସମ୍ପର୍କରେ ତଥ୍ୟ ଜାରି କରାଯାଇଛି । ତେବେ ଆସନ୍ତା ନଭେମ୍ବର ୪-୫ରେ ଶିରିଡ଼ିରେ ଦଳୀୟ ସମ୍ମିଳନୀ ରହିଛି । ସେଥିରେ ପାୱାର ଯୋଗ […]
Read More...

Advertisement