nabjot singh siddhu
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ନବଜୋତ ସିଂ ସିଦ୍ଧୁ ଦେଲେ ଇସ୍ତଫା
Published On
By Samaya Live
ଅମୃତସର: ମାର୍ଚ୍ଚ୧୬: ପଞ୍ଜାବ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ନବଜୋତ ସିଂ ସିଦ୍ଧୁ ଟ୍ୱିଟ୍ କରି ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ୫ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏହି ରାଜ୍ୟଗୁଡ଼ିକର ରାଜ୍ୟ ସଭାପତିଙ୍କ ଇସ୍ତଫା ଦାବି କରିଥିଲେ ।ସିଦ୍ଧୁ ଇସ୍ତଫା ଦେଇ କହିଛନ୍ତି, କଂଗ୍ରେସ ସଭାପତିଙ୍କ ଇଚ୍ଛା ଅନୁଯାୟୀ ମୁଁ ପଞ୍ଜାବ କଂଗ୍ରେସ […]
କିଏ ହେବ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ?
Published On
By Samaya Live
ପଞ୍ଜାବ: ଡିସେମ୍ବର ୦୪: କିଛି ଦିନ ପୂର୍ବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ଏକ ଜାତୀୟ ଗଣମାଧ୍ୟମରେ ଯୋଗ ଦେଇ କହିଛନ୍ତି ନିଜ ମନର କଥା। ସେ କହିଛନ୍ତି କି ସମସ୍ତଙ୍କର ମନ ଓ ଆଶା ଅଛି । ମୋ ବିପକ୍ଷ ଦଳର ମଧ୍ୟ ରହିଛି, ଏବଂ ମୁଁ ଏହାକୁ ସ୍ୱାଗତ କରେ । ତେବେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଜନତା, ପାର୍ଟି ଓ ନେତା ସୁନିଶ୍ଚିତ କରିବେ। ନବଯୋତ ସିଂ ସିଦ୍ଧୁ ହେଉଛନ୍ତି […]

