mumtaj
ମନୋରଞ୍ଜନ 

ଫିଲ୍ମ ହିରାମଣ୍ଡିରେ ନଜର ଆସିବେ ମୁମତାଜ୍‌ !

ଫିଲ୍ମ ହିରାମଣ୍ଡିରେ ନଜର ଆସିବେ ମୁମତାଜ୍‌ ! ମୁମ୍ୱାଇ: ଜୁଲାଇ ୧୨: ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ହିରାମଣ୍ଡି ନିର୍ମାଣ ପୂର୍ବରୁ ମଧ୍ୟ ବେଶ୍‌ ଚର୍ଚ୍ଚାରେ । ନେଟଫ୍ଲିକ୍ସରେ ଏହି ସିରିଜ୍‌ ଆସିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ଏବେ ଭନସାଲୀଙ୍କ ଏକ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ସେ ମନୀଷା କୋଇରାଲା ଏବଂ ମୁମତାଜଙ୍କ ସହ ଦେଖାଯାଇଛନ୍ତି । ସଞ୍ଜୟଙ୍କ ସହ ମୁମତାଜଙ୍କ ଫଟୋ ଦେଖି କଳ୍ପନା କରାଯାଉଛି ଯେ ତାଙ୍କୁ ହିରାମଣ୍ଡିରେ ଦେଖିବାକୁ […]
Read More...

Advertisement