Mukul Rohatgi
ଦେଶ- ବିଦେଶ 

ମୁକୁଲ ରୋହତଗୀ ହେବେ ଦେଶର ପରବର୍ତୀ ଆଟର୍ଣ୍ଣି ଜେନେରାଲ

ମୁକୁଲ ରୋହତଗୀ ହେବେ ଦେଶର ପରବର୍ତୀ ଆଟର୍ଣ୍ଣି ଜେନେରାଲ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ହେବେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ I ସେ ଅକ୍ଟୋବର ୧ ରୁ ନିଜର କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି। ଏବେ ଦ୍ୱିତୀୟ ଥର ପାଇଁ ସେ ଆଟର୍ଣ୍ଣି ଜେନେରାଲ ଭାବେ ନିଜ କାର୍ଯ୍ୟ ସମ୍ଭାଳିବେ I ଜୁନ୍ ୨୦୧୪ ରେ ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଜୁନ୍ ୨୦୧୭ ପର୍ୟ୍ୟନ୍ତ ସେ ନିଜ କାର୍ଯ୍ୟ ଭାର ତୁଲାଇଥିଲେ। ତେବେ ୨୦୧୭ରେ ତାଙ୍କୁ ବ୍ୟକ୍ତିଗତ କାରଣରୁ ଏହି ପଦରୁ […]
Read More...

Advertisement