Mu Eka Tumara
ଓଡ଼ିଶା 

ବିଶିଷ୍ଟ ସଂଳାପ ଲେଖକ ରଣଜିତ୍‌ ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଟ ସଂଳାପ ଲେଖକ ରଣଜିତ୍‌ ପଟ୍ଟନାୟକଙ୍କ ପରଲୋକ କଟକ: ଓଡ଼ିଆ ଚଳଚ୍ଚିତ୍ର ଏବଂ ଧାରାବାହିକ ସଂଳାପ ଲେଖକ ରଣଜିତ୍‌ ପଟ୍ଟନାୟକଙ୍କର ପରଲୋକ ଘଟିଛି । କଟକ ସ୍ଥିତ ସିଡିଏ- ୯ ନମ୍ବର ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ସେ କାନାରା ବ୍ୟାଙ୍କରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ତାଙ୍କ ପତ୍ନୀ ଓ ଜଣେ ପୁତ୍ର ସନ୍ତାନ ଅଛନ୍ତି । ସେ ସଂଳାପ ଲେଖିବା ସହିତ ଥିଲେ ଜଣେ ଅଭିନେତା, […]
Read More...

Advertisement