mrinal thakur
ମନୋରଞ୍ଜନ 

ଘୁଞ୍ଚିଲା ଫିଲ୍ମ ଜର୍ସିର ରିଲିଜ ଡେଟ୍‌

ଘୁଞ୍ଚିଲା ଫିଲ୍ମ ଜର୍ସିର ରିଲିଜ ଡେଟ୍‌ ମୁମ୍ବାଇ: ଅପ୍ରେଲ ୧୧: ବହୁ ପ୍ରତୀକ୍ଷିତ ଫିଲ୍ମ ଜର୍ସିର ଘୁଞ୍ଚିଲା ରିଲିଜ ଡେଟ୍‌ । ଏହି ଚଳଚ୍ଚିତ୍ରଟି ୧୪ ଏପ୍ରିଲରେ ରିଲିଜ୍ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ ୨୨ ଏପ୍ରିଲରେ ପ୍ରେକ୍ଷାଳୟକୁ ଆସିବ । ଚଳଚ୍ଚିତ୍ର ସମାଲୋଚକ ତରନ ଆଦର୍ଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ବକ୍ସ ଅଫିସରେ କଲେକ୍ସନ ପାଇଁ ଫିଲ୍ମର ନିର୍ମାତା ଏପରି କରିଥିବା କୁହାଯାଉଛି। କହିବାକୁ ଗଲେ, ଥାଲାପାଥି ବିଜୟଙ୍କ ବିଷ୍ଟ ଏପ୍ରିଲ ୧୩ ରେ ଏବଂ ୟଶଙ୍କ […]
Read More...

Advertisement