mptc
ଜିଲ୍ଲା 

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ର୍ନିବାଚନ: ଓଡ଼ିଶା ପାଇଁ ଚିନ୍ତା ବଢ଼ିଲା

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ର୍ନିବାଚନ: ଓଡ଼ିଶା ପାଇଁ ଚିନ୍ତା ବଢ଼ିଲା କୋରାପୁଟ: ସେପ୍‌ଟେମ୍ବର ୨୧ : ଆନ୍ଧ୍ରର ବିସ୍ତାର ନିତୀ ଓଡ଼ିଶା ପାଇଁ ଚିନ୍ତା ବଢ଼ାଇ ଦେଇଛି । ଗତ ରବିବାର ଘୋଷଣା ହୋଇଥିବା ମଣ୍ଡଳ ପରିଷଦ ଆଞ୍ଚଳିକ ର୍ନିବାଚନ ମଣ୍ଡଳୀ (ଏମ୍ପିଟିସି) ଏବଂ ଜିଲ୍ଲା ପରିଷଦ ଆଞ୍ଚଳିକ ର୍ନିବାଚନ ମଣ୍ଡଳୀ (ଜେଡ¬ିଟିସି) ର୍ନିବାଚନର ଫଳାଫଳରୁ ଏହି ସଂକେତ ମିଳିଛି । ଓଡ଼ିଶାର କୋଟିଆ ଗ୍ରାମପୁଞ୍ଜରୁ ନିର୍ବାଚିତ ୫ ଏମ୍ପିଟିସି ସଦସ୍ୟଙ୍କ ମଧ୍ୟରୁ ଜଣେ ଓଡ଼ିଆ ଭାଷୀ ହୋଇଥିବା ବେଳେ ସମସ୍ତେ ୱାଇଏସ୍‌ଆର କଂଗ୍ରେସ ପ୍ରାର୍ଥୀ । ଭୋଟ […]
Read More...

Advertisement