MP Dies Of Heart Attack During Bharat Jodo Yatra
ରାଜନୀତି  ଦେଶ- ବିଦେଶ 

ଭାରତ ଯୋଡ ଯାତ୍ରା ସମୟରେ ହୃଦଘାତ ରେ ସାଂସଦଙ୍କ ମୃତ୍ୟୁ

ଭାରତ ଯୋଡ ଯାତ୍ରା ସମୟରେ ହୃଦଘାତ ରେ ସାଂସଦଙ୍କ  ମୃତ୍ୟୁ ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସମୟରେ ଆସିଲା ଏକ ଦୁଖଦଃ ଖବର I ଭାରତ ଯୋଡ ପଦ ଯାତ୍ରାରେ ସାମିଲ ହୋଇ ଚାଲୁଥିବାବେଳେ ଜଳନ୍ଦରର କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ସେଠାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍‌ସ୍ ଯୋଗେ ଲୁଧିଆନାର ଫଗ୍‌ୱାରାସ୍ଥିତ ବିର୍କ ହସ୍ପିଟାଲ୍‌କୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି। ତାଙ୍କ ହୃତଘାତ […]
Read More...

Advertisement