movie masal
ମନୋରଞ୍ଜନ 

ଫି’ ବଢ଼ାଉଛନ୍ତି ଜନ୍‌

ଫି’ ବଢ଼ାଉଛନ୍ତି ଜନ୍‌ ମୁମ୍ବାଇ: ଜନ୍‌ ଆବ୍ରାହମ୍‌ ବଲିଉଡ୍‌ର ଜଣାଶୁଣା ଏବଂ ପ୍ରତିଭାଶାଳୀ ଅଭିନେତା । ସେ ଗୋଟେ ପରେ ଗୋଟେ ଦମଦାର ଆକ୍ସନ ଫିଲ୍ମ କରିବାରେ ଲାଗିଛନ୍ତି ଏବଂ ଦର୍ଶକମାନେ ମଧ୍ୟ ତାଙ୍କର ଆକ୍ସନ ଅବତାରକୁ ବେଶ୍‌ ପସନ୍ଦ କରୁଛନ୍ତି । ଗତ ବର୍ଷ ତାଙ୍କର ତିନୋଟି ଫିଲ୍ମ ମୁକ୍ତିଲାଭ କରିଥିଲା । ସମସ୍ତ ଫିଲ୍ମ ମଧ୍ୟ ହିଟ୍‌ । ଆଗକୁ ମଧ୍ୟ ଜନ୍‌ଙ୍କ ତିନୋଟି ବଡ଼ ଫିଲ୍ମ ଲାଇନ୍‌ରେ ରହିଛି । ଏହା ବ୍ୟତୀତ ଖବର ଆସିଛି ଯେ […]
Read More...
ମନୋରଞ୍ଜନ 

‘ଫାୟାର ଇନ୍‌ ଦ ମାଉଣ୍ଟେନସ୍‌’କୁ ବେଷ୍ଟ ଇଣ୍ଡିଆନ୍‌ ଫିଲ୍ମ ଆୱାର୍ଡ

‘ଫାୟାର ଇନ୍‌ ଦ ମାଉଣ୍ଟେନସ୍‌’କୁ ବେଷ୍ଟ ଇଣ୍ଡିଆନ୍‌ ଫିଲ୍ମ ଆୱାର୍ଡ ଭୁବନେଶ୍ୱର: ଅଗଷ୍ଟ ୨୧: ମେଲବର୍ଣ୍ଣରେ ଅନୁଷ୍ଠିତ ହୋଇଥିବା ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ୨୦୨୧(ଆଇଏଫ୍‌ଏଫ୍‌ଏମ୍‌)ରେ ‘ଫାୟାର୍‌ ଇନ୍‌ ଦ ମାଉଣ୍ଟେନସ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛି । ଅଜିତ୍‌ପାଲ ସିଂହଙ୍କ ଏହି ଫିଲ୍ମ ଦର୍ଶକ ହୃଦୟକୁ ସ୍ପର୍ଶ କରି ଏହି ଶ୍ରେଷ୍ଠ ପୁରସ୍କାର ପ୍ରାପ୍ତ କରିଛି । ଅଜିତପାଲ ଏବେ ନିଜର ଆଗାମୀ ପଞ୍ଜାବୀ େୱବସିରିଜ ନିର୍ମାଣ କରିବାରେ ବ୍ୟସ୍ତ ରହିଛନ୍ତି । ‘ଫାୟାର ଇନ୍‌ ଦ ମାଉଣ୍ଟେନସ୍‌’ ହେଉଛି ୮୨ ମିନିଟ୍‌ର ଏକ ଡ୍ରାମା ମୁଭି […]
Read More...
ମନୋରଞ୍ଜନ 

ଧନୁଷଙ୍କ ଫିଲ୍ମରେ ରାଶି

ଧନୁଷଙ୍କ ଫିଲ୍ମରେ ରାଶି ଭୁବନେଶ୍ୱର: ଅଗଷ୍ଟ ୨୦ : ଗତ କିଛି ଦିନ ଧରି ଅଭିନେତ୍ରୀ ରାଶି ଖନ୍ନା ନିଜ ହଟ୍‌ ଫଟୋଗ୍ରାଫ୍‌ ପାଇଁ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ରେ ରହିଛନ୍ତି । ଏହାସହ ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କର ଏକପ୍ରକାର ଲଟେରି ଲାଗିଥିବା ଚର୍ଚ୍ଚା କରାଯାଉଛି । କାରଣ ତାଙ୍କ ନିକଟକୁ ଲଗାତର ଏକରୁ ବଳି ଏକ ଫିଲ୍ମର ଅଫର୍‌ ଆସିବାରେ ଲାଗିଛି । ଏହାସହ ଏକ ସମୟରେ ରାଶିଙ୍କ ହାତରେ ଅନେକ ବଡ଼ ଫିଲ୍ମ ଏବଂ ଡିଜିଟାଲ ପ୍ରୋଜେକc ରହିଛି । […]
Read More...
ମନୋରଞ୍ଜନ 

ଦୀପିକାଙ୍କ ଅଡିଓ ଫେଷ୍ଟିଭାଲ

ଦୀପିକାଙ୍କ ଅଡିଓ ଫେଷ୍ଟିଭାଲ ଦିଲ୍ଲୀ: ଜୁଲାଇ ୨୧: ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ସୋସିଆଲ ମିଡିଆ ପେଜ୍‌ରେ କେୟାର ପ୍ୟାକେଜ୍‌ ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଲୋକପ୍ରିୟ ସୋସିଆଲ ନେଟୱାର୍କିଂ ଆପ୍‌ କ୍ଲବ୍‌ ହାଉସ୍‌ରେ ଏହା ଆୟୋଜିତ ହୋଇଛି । ତେବେ ଦୁନିଆର ଏହା ପ୍ରଥମ ଅଡିଓ ଫେଷ୍ଟିଭାଲ । ଏହି କାର୍ଯ୍ୟକ୍ରମରେ ଯତ୍ନକୁ ପ୍ରାଥମିକତା ଦେଉଥିବା ବିଶ୍ୱସ୍ତରୀୟ ନେତାଙ୍କ ଦ୍ୱାରା ଆଲୋଚନା ଏବଂ କାର୍ଯ୍ୟ ପ୍ରଦର୍ଶିତ ହେବ ବୋଲି ଦୀପିକା କହିଛନ୍ତି । ମୂଲ୍ୟବାନ ପାରସ୍ପରିକ କଥାବାର୍ତ୍ତା […]
Read More...

Advertisement