moves Supreme Court for bail
ଦେଶ- ବିଦେଶ 

ତିସ୍ତା ଶୀତଲୱାଡ଼ ଙ୍କ ଜାମିନ ଆବେଦନ ଉପରେ ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟ ଙ୍କ ନୋଟିସ୍

ତିସ୍ତା ଶୀତଲୱାଡ଼ ଙ୍କ ଜାମିନ ଆବେଦନ ଉପରେ ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟ ଙ୍କ ନୋଟିସ୍ ତିସ୍ତା ଶୀତଲୱାଡ଼ଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁଜୁରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି I ନୋଟିସ ଅନୁସାରେ ସେପ୍ଟେମ୍ବର ୧ସୁଦ୍ଧା ଏହାର ଉତ୍ତର ମାଗିଛନ୍ତି। ତିସ୍ତା ଶୀତଲୱାଡ଼ଙ୍କ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ ଆମେ ମଧ୍ୟବର୍ତ୍ତୀକାଳୀନ ଜମାନତ ଚାହୁଁଛୁ, ଯାହାକି ସେପ୍ଟେମ୍ବର ୧୯ ରେ ହାଇକୋର୍ଟରେ ଶୁଣାଣି ହେବ ବୋଲି କୁହାଯାଇଛି I ଏ ସମ୍ପର୍କରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଗୁଜୁରାଟ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ତିସ୍ତାଙ୍କୁ କେଉଁ ଭଳି ଜମାନତ […]
Read More...

Advertisement