Mo Bus
ଓଡ଼ିଶା  ଅପରାଧ 

ମୋ ବସ ଭିତରେ କ୍ୟାନସର ରୋଗୀଙ୍କ ଠାରୁ ଟଙ୍କାଲୁଟ

ମୋ ବସ ଭିତରେ କ୍ୟାନସର ରୋଗୀଙ୍କ ଠାରୁ ଟଙ୍କାଲୁଟ ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ‘ମୋ ବସ’ ଭିତରୁ ଟଙ୍କା ଲୁଟ I କ୍ୟାନ୍‌ସର ରୋଗୀଙ୍କ ଠାରୁ ପାକେଟମାର କରିନେଲେ ୧୫ ହଜାର ଟଙ୍କା। ମେଡିକାଲ ଯିବା ବାଟରେ ଲୁଟ ର ଶିକାର ହୋଇ ଅସହାୟ ହୋଇ ପଡ଼ିଥିଲେ ରୋଗୀ ଜଣକ I ବସ ଭିତରେ ସେ ବାରମ୍ବାର ବେହୋସ ହୋଇ ପଡୁଥିବାର ଦେଖା ଯାଇଥିଲା I ସୂଚନାନୁସାରେ ଆଜି ସକାଳ ୯.୧୫ ରୁ ୯.୩୦ ମଧ୍ୟରେ ଏମ୍ସ ହସ୍ପିଟାଲରୁ OMP ଯାଉଥିବା ୧୯ନମ୍ବର ମୋ ବସ୍‌ରେ […]
Read More...
ଓଡ଼ିଶା 

ଆଜିଠୁ ଚାଲିଲା ମୋ ବସ୍‌ ସେବା

ଆଜିଠୁ ଚାଲିଲା ମୋ ବସ୍‌ ସେବା ଭୁବନେଶ୍ୱର: ଜୁଲାଇ ୧୯: କରୋନା ଯୋଗୁ ସାମୟିକ ଭାବେ ବନ୍ଦ ରହିଥିବା ରାଜ୍ୟ ସରକାରଙ୍କ ମୋ ବସ ସେବା ଆଜିଠାରୁ ପୁଣି ଆରମ୍ଭ ହୋଇଛି । ରାଜ୍ୟ ରାଜଧାନୀରେ ଲୋକମାନଙ୍କୁ ପରିବହନ ସେବା ଯୋଗାଉଥିବା ମୋ ବସ ସେବାର ଆଜି ପ୍ରାଥମିକ ପର୍ଯ୍ୟାୟରେ ୮୭ଟି ବସ୍‌ ଚାଲିଛି । ତେବେ ଭୁବନେଶ୍ୱରର କେବଳ ୧୬ଟି ରୁଟ୍‌ରେ ବସ୍‌ ଚଳାଚଳ ଆରମ୍ଭ ହୋଇଛି । ସୋମବାରଠାରୁ ଶୁକ୍ରବାର ଯାଏଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍‌ ସେବା […]
Read More...
ଓଡ଼ିଶା 

ମୋ ବସରେ କ୍ୟୁଆର ‌କୋଡ୍‌ରେ ଟିକେଟ୍‌

ମୋ ବସରେ କ୍ୟୁଆର ‌କୋଡ୍‌ରେ ଟିକେଟ୍‌ ଭୁବନେଶ୍ୱର: ଜୁନ ୧୦: ମୋ ବସରେ କ୍ୟାସଲେସ୍‌ ଟିକେଟ୍‌ ଆରମ୍ବ ହୋଇଛି। କୋରୋନା ସଂକ୍ରମଣ ରୋକିବାରେ ଏହା ସହାୟକ ହେବ । ନୋଟ୍‌ ଏବଂ ଖୁଚୁରାର ବ୍ୟବହାରକୁ କମ୍‌ କରିବା ଯୋଗୁ ଯାତ୍ରୀ ଏବଂ ଗାଇଡ୍‌ମାନେ ନିଜକୁ ସୁରକ୍ଷିତ ରଖିପାରିବେ । ବର୍ତ୍ତମାନ ରୁଟ୍‌ ନଂ ୧୬ ଏବଂ ୨୦ରେ ଏହି ସୁବିଧା ଉପଲବ୍ଧ ହେବ । କ୍ରମଶଃ ସମସ୍ତ ରୁଟ୍‌ରେ ଯାତ୍ରୀମାନେ କୁ୍ୟଆର୍‌ କୋଡ୍‌ ମାଧ୍ୟମରେ ନିଜର ଟିକେଟ୍‌ କରିପାରିବେ। ମୋ ବସରେ ମୋବାଇଲ୍‌ ଆପ୍‌ […]
Read More...

Advertisement