Mo Bus during Shutdown
ଓଡ଼ିଶା 

ସଟ୍‌ଡାଉନ;ସର୍ବସାଧାଣଙ୍କ ପାଇଁ ଗଡ଼ିବନି ମୋ ବସ୍

ସଟ୍‌ଡାଉନ;ସର୍ବସାଧାଣଙ୍କ ପାଇଁ ଗଡ଼ିବନି ମୋ ବସ୍ ଭୁବନେଶ୍ୱର: ଜୁନ ୫ :ସଟ୍‌ଡାଉନରେ ସାଧାରଣ ନାଗରିକଙ୍କ ପାଇଁ ଗଡ଼ିବନି ମୋ ବସ । ପ୍ରତି ଶନିବାର ଓ ରବିବାରକୁ ରାଜ୍ୟ ସରକାର ସଟ୍‌ଡାଉନ ଘୋଷଣା କରିଛନ୍ତି । ତେବେ ବିମାନ ଏବଂ ଟ୍ରେନ୍‌ ଯାତ୍ରୀଙ୍କ ନିମନ୍ତେ ମୋ ବସ୍‌ ଚାଲିବ । ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ ମୋ ବସ୍‌ । ସେହିପରି ରାଜ୍ୟର ଅନ୍ୟ ଅଞ୍ଚଳ ଭଳି ୧୧ ଜିଲ୍ଲାରେ ମଧ୍ୟ ପେଟ୍ରୋଲ ପମ୍ପ ଖୋଲାଯିବ ବୋଲି ସଂଘ କହିଛି । ଆସନ୍ତାକାଲି(ଶନିବାର) ଓ […]
Read More...

Advertisement