mithun chakrabarti hospitalise
ମନୋରଞ୍ଜନ  ସ୍ୱାସ୍ଥ 

ହସ୍ପିଟାଲରେ ଡିସ୍କୋ କିଙ୍ଗ୍‌ ମିଥୁନ ଚକ୍ରବର୍ତ୍ତୀ

ହସ୍ପିଟାଲରେ ଡିସ୍କୋ କିଙ୍ଗ୍‌ ମିଥୁନ ଚକ୍ରବର୍ତ୍ତୀ ନୂଆଦିଲ୍ଳୀ: ମଇ ୦୩: ହସ୍ପିଟାଲରେ ପଡିଛନ୍ତି ଡିସ୍କୋ କିଙ୍ଗ ମିଥୁନ ଚକ୍ରବର୍ତ୍ତୀ । ବଲିଉଡ ଭେଟେରାନ ଅଭିନେତା ମିଥୁନ୍ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଛି। ତେବେ ନିକଟରେ ମିଥୁନ୍ଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ ଗୁଜବ ଉଠିଥିଲା। ଏହାର ଜବାବ ଦେଇଛନ୍ତି ପୁଅ ମିମୋ ଚକ୍ରବର୍ତ୍ତୀ । ସେ କହିଛନ୍ତି କି ତାଙ୍କ ପିତା ଷ୍ଟୋନ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ କିଡନୀରେ ଏକ ଷ୍ଟୋନ ଚିହ୍ନଟ ହୋଇଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ […]
Read More...

Advertisement