Mission LiFE makes the fight against climate change democratic
ଦେଶ- ବିଦେଶ 

‘ମିସନ୍‌ ଲାଇଫ୍‌’ର ଶୁଭାରମ୍ଭ

‘ମିସନ୍‌ ଲାଇଫ୍‌’ର ଶୁଭାରମ୍ଭ ନୂଆଦିଲ୍ଲୀ: ଗୁରୁବାର ଗୁଜରାଟର ଏକତା ନଗର ଅନ୍ତର୍ଗତ ‘ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି’ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ‘ମିସନ୍‌ ଲାଇଫ୍‌’ର ଶୁଭାରମ୍ଭ କରିଛନ୍ତି । କେୱାଡ଼ିଆରେ ‘ମିସନ୍‌ ଲାଇଫ୍‌’ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଜଳବାୟୁ ପରିବର୍ତ୍ତନ ସମସ୍ୟା ସର୍ବତ୍ର ଅନୁଭୂତ ହେଉଛି । ବିଶାଳ ବରଫ ଚଟାଣ ସବୁ ତରଳି ଯାଉଛି, ନଈ ଶୁଖିଯାଉଛି । ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ ମୁକାବିଲା କରିବାରେ ‘ମିସନ୍‌ ଲାଇଫ୍‌’ […]
Read More...

Advertisement