MINI LOCKDOWN
ଦେଶ- ବିଦେଶ 

ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ମିନି ଲକଡାଉନ

ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ମିନି ଲକଡାଉନ ନୂଆଦିଲ୍ଲୀ : ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ଅବସ୍ଥା ଅସମ୍ଭାଳ ହୋଇପଡିଛି। ରାଜଧାନୀ ଦିଲ୍ଲୀରେ ଏବେ ମିନି ଲକଡାଉନ ଘୋଷଣା କରାଯାଇଛି I ରାଜଧାନୀରେ ହୋଇଥିବା ପଲ୍ୟୁସନ ଯୋଗୁ ଲୋକଙ୍କ ନିଶ୍ୱାସ ନେବା କଷ୍ଟକର ହୋଇ ପଡ଼ୁଥିବା ବେଳେ ନିକଟ ଭବିଷ୍ୟତରେ ଏହାର କୌଣସି ସଲ୍ୟୁସନ ବାହାରିବା ପରି ଲାଗୁ ନାହିଁ। ଏହି ସମୟରେ ସେଠାରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ପରେ କେଜ୍ରିୱାଲ ସରକାର ଅଫିସରେ ୱାର୍କ ଫ୍ରମ ହୋମ ଘୋଷଣା କରିଛନ୍ତି। ଏହା ସହିତ […]
Read More...

Advertisement