meghalaya flood issue
ଦେଶ- ବିଦେଶ  ପାଣିପାଗ 

ମେଘାଳୟରେ ବନ୍ୟା ପରିସ୍ଥିତି: ଭାସିଗଲା ପୋଲ

ମେଘାଳୟରେ ବନ୍ୟା ପରିସ୍ଥିତି: ଭାସିଗଲା ପୋଲ ମେଘାଳୟ: ଜୁନ ୧୦: ମେଘାଳୟରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁଁ ବହୁ ଅଞ୍ଚଳରେ ପାଣି ଜମି ରହିଛି । ଏହାସହ ସେହିପରି ବନ୍ୟା ଆସିବା ଯୋଗୁଁ ନଦୀରେ ଥିବା କାଠ ପୋଲ ଭାସି ଯାଇଛି । ସାଉଥ୍‌ ଗାରୋ ହିଲ୍‌ ଓ େୱଷ୍ଟ ଗାରୋ ହିଲ୍‌ ଜିଲ୍ଲା ମଝିରେ ଯାଇଥିବା ନଦୀର ପୋଲ ଭାସି ଯାଇଥିବା ସୂଚନା ରହିଛି । ତେବେ ଭାସିଯାଇଥିବା ଏହି ପୋଲଟି ଜିଜିକା ଓ ମେଗୁଆକୁ ସଂଯୋଗ କରୁଥିଲା । […]
Read More...

Advertisement