medicine
ଓଡ଼ିଶା 

ଭାରତୀୟ ପିଲାଙ୍କ ପ୍ରଥମ ପସନ୍ଦ ୟୁକ୍ରେନ୍‌ କାହିଁକି?

ଭାରତୀୟ ପିଲାଙ୍କ ପ୍ରଥମ ପସନ୍ଦ ୟୁକ୍ରେନ୍‌ କାହିଁକି? ଭୁବନେଶ୍ୱର: ଓଡ଼ିଶାରୁ ମେଡିକାଲ ପାଠ ପଢ଼ିବାକୁ ଯାଇଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଓ ଭବିଷ୍ୟତ ଏବେ ଅନ୍ଧାରରେ । କାରଣ ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନରେ ସ୍ୱାଭାବିକ ଅବସ୍ଥାକୁ ନେଇ ସାରା ବିଶ୍ୱ ସନ୍ଦିହାନ ଥିବା ବେଳେ ଏମାନଙ୍କ ପାଠପଢ଼ାକୁ ନେଇ ବଢ଼ିଛି ଅନିଶ୍ଚିତତା । ସୂଚନା ଅନୁସାରେ, ବିଦେଶରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେବଳ ୟୁକ୍ରେନରେ ପଢୁଛନ୍ତି ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଭାରତୀୟ । ତା’ ଭିତରୁ ଓଡ଼ିଶାର କେତେ ପିଲା ମେଡିକାଲ […]
Read More...

Advertisement