masjit loud speaker issu
ଦେଶ- ବିଦେଶ 

ଉତ୍ତରପ୍ରଦେଶର ବିଭିନ୍ନ ମସଜିଦରୁ ହଟିଲା ଲାଉଡସ୍ପିକର୍‌

ଉତ୍ତରପ୍ରଦେଶର ବିଭିନ୍ନ ମସଜିଦରୁ ହଟିଲା ଲାଉଡସ୍ପିକର୍‌ ଉତ୍ତରପ୍ରଦେଶ: ଅପ୍ରେଲ ୨୮: ଲାଉଡ୍ସ୍ପିକର ବିବାଦ ମାମଲା । ଉତ୍ତରପ୍ରଦେଶର ବିଭିନ୍ନ ଧର୍ମସ୍ଥଳୀରୁ ହଟିଲା ହଜାର ହଜାର ଲାଉଡ୍ସ୍ପିକର । ଗତ ୪ ଦିନ ଭିତରେ ୟୁପିର ବିଭିନ୍ନ ସ୍ଥାନରେ ଥିବା ମନ୍ଦିର, ମସ୍ଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରରୁ ପ୍ରାୟ ୧୧ ହଜାର ଲାଉଡସ୍ପିକର ହଟାଯାଇଛି । ଏହା ସହ ୩୫ ହଜାରରୁ ଅଧିକ ଲାଉଡ୍ସ୍ପିକରର ଶବ୍ଦ କମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଧର୍ମସ୍ଥଳକୁ ଯାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ କେତୋଟି ଲାଉଡସ୍ପିକର […]
Read More...

Advertisement