Margaret Alva
ଦେଶ- ବିଦେଶ 

ଆଜି ଉପରାଷ୍ଟ୍ରପତି ନିର୍ବାଚନ: ଏନ୍‌ଡିଏର ଜଗଦୀପଙ୍କ ପଲା ଭାରୀ

ଆଜି ଉପରାଷ୍ଟ୍ରପତି ନିର୍ବାଚନ: ଏନ୍‌ଡିଏର ଜଗଦୀପଙ୍କ ପଲା ଭାରୀ ଦିଲ୍ଲୀ : ଆସନ୍ତା କାଲି ଅନୁଷ୍ଠିତ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଏଥିରେ ଏନଡିଏ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଓ ୟୁପିଏ ପକ୍ଷରୁ ମାର୍ଗାରେଟ୍‌ ଆଲଭାଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ରାଷ୍ଟ୍ରପତି ନିର୍ବାଚନରେ ହୋଇଥିବା ଗୋଳମାଳିଆ ପରିସ୍ଥିତି ପରେ ଏହି ନିର୍ବାଚନରେ ବିଭିନ୍ନ ଦଳର ସ୍ଥିତି ଅସ୍ପଷ୍ଟ ରହିଛି । ତୃଣମୂଳ କଂଗ୍ରେସ ଏହି ନିର୍ବାଚନରେ ଭାଗ ନେବ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିବାବେଳେ ଶୁକ୍ରବାର ହୋଇଥିବା ମୋଦୀ-ମମତା ସାକ୍ଷାତକୁ ରାଜନୈତିକ […]
Read More...
ରାଜନୀତି 

ମମତାଙ୍କୁ ମାର୍ଗାରେଟ୍‌ ଆଲ୍‌ଭାଙ୍କ ପରାମର୍ଶ, ଅଭିମାନ କରିବାର ଏ ସମୟ ନୁହେଁ

ମମତାଙ୍କୁ ମାର୍ଗାରେଟ୍‌ ଆଲ୍‌ଭାଙ୍କ ପରାମର୍ଶ, ଅଭିମାନ କରିବାର ଏ ସମୟ ନୁହେଁ ନୂଆଦିଲ୍ଲୀ: ମିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସମର୍ଥନ ନଦେବା ଓ ଭୋଟ୍‌ ଦାନରୁ ବିରତ ରହିବା ପାଇଁ ନିଷ୍ପତ୍ତି ନେଇଛି । ଏହାର ପ୍ରତିକ୍ରିୟାରେ ମାର୍ଗାରେଟ୍‌ ଆଲ୍‌ଭା କହିଛନ୍ତି ଯେ ବର୍ତ୍ତମାନ ସମୟ କ୍ରୋଧ, ଅହଙ୍କାର ଓ ଅଭିମାନ କରିବାର ସମୟ ନୁହେଁ । ବର୍ତ୍ତମାନ ସମୟ ହେଉଛି ସାହାସ, ନେତୃତ୍ୱ ଓ ଏକତାର । ମୁଁ ବିଶ୍ୱାସ କରୁଛି ଯେ ମମତା ବାନାର୍ଜୀ ଯିଏକି […]
Read More...

Advertisement