Manish Sisodia’s arrest in Delhi liquor policy case
ରାଜନୀତି  ଦେଶ- ବିଦେଶ 

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ I ଆଜି ସିସୋଦିଆଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ସିବିଆଇ। ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ତେବେ ଏହି ମାମଲାରେ ଜଣେ ବ୍ୟୁରୋକ୍ରାଟଙ୍କ ବୟାନ ମଧ୍ୟ ସିବିଆଇ ଦ୍ୱାରା ରେକର୍ଡ କରାଯାଇଛି । ଅବକାରୀ ନୀତି ପ୍ରସ୍ତୁତ କରିବାରେ ମନୀଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ କିଛି ନିର୍ଦ୍ଦେଶ ଦେଇଥିବା ଉକ୍ତ ଅଧିକାରୀ ସିବିଆଇକୁ ବୟାନ ଦେଇଥିଲେ […]
Read More...

Advertisement