Manabasa Gurubara
Feature  ଓଡ଼ିଶା 

ମାଣବସା ଗୁରୁବାର

ମାଣବସା ଗୁରୁବାର    ଓଡ଼ିଶାରେ ବାରମାସରେ ତେର ପର୍ବ ପାଳିତ ହୋଇଥାଏ । ସେଥିମଧ୍ୟରୁ ମାଣବସା ଅନ୍ୟତମ । ଏହି ପର୍ବରେ ସମଗ୍ର  ଓଡ଼ିଶାରେ ଖୁବ ଶ୍ରଦ୍ଧାର ସହିତ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଏହି ଓଷା କରିବାର କିଛି ସ୍ବତନ୍ତ୍ର ବିଧି ରହିଛି ଯାହାକୁ ମାନି ସମସ୍ତେ ଏହି ବ୍ରତକୁ ପାଳନ କରିଥାଆନ୍ତି ।    ଓଡ଼ିଶାରେ ଅନେକ...
Read More...

Advertisement