Man Stabs Wife To Death On Busy Road In Tamil Nadu
ଦେଶ- ବିଦେଶ  ଅପରାଧ 

ସୀମା ଟପିଲା ବର୍ବରତା,ସର୍ବ ସମ୍ମୁଖରେ ପତ୍ନୀଙ୍କୁ ଛୁରୀ ଭୁସି ହତ୍ୟା

ସୀମା ଟପିଲା ବର୍ବରତା,ସର୍ବ ସମ୍ମୁଖରେ ପତ୍ନୀଙ୍କୁ ଛୁରୀ ଭୁସି ହତ୍ୟା ଭେଲୋର : ସୋମବାର ରାତିରେ ତାମିଲନାଡୁର ଭେଲୋରର ବ୍ୟସ୍ତବହୁଳ ରାସ୍ତାରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା I ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ବିଚ ରାସ୍ତରେ ଏକାଧିକ ଥର ଛୁରୀରେ ହତ୍ୟା କରିଥିବା ଦେଖିବାକୁ ମିଳିଛି। ସର୍ବସମ୍ମୁଖରେ ଏହି ବିଭତ୍ସ କାଣ୍ଡ ଘଟିଥିଲେ ମଧ୍ୟ ଏଥିରେ କେହି ପ୍ରତିବାଦ କରି ନ ଥିବା ଦେଖା ଯାଇଥିଲା I ଛୁରୀ ମାଡ଼ ପରେ ବ୍ୟକ୍ତି ଜଣକ ସେହି ସ୍ଥାନରୁ ଫେରାର ହୋଇ ଯାଇଥିଲା Iଏହି ଭୟଙ୍କର କାର୍ଯ୍ୟ […]
Read More...

Advertisement