mamta banargee
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଟିଏମସିର ଜାତୀୟ ମୁଖପାତ୍ର ହେଲେ ବାବୁଲ ସୁପ୍ରିଓ
Published On
By Samaya Live
କୋଲକାତା: ଜୁଲାଇ ୧୧: ତୃଣମୂଳ କଂଗ୍ରେସ ବିଧାୟକ ବାବୁଲ ସୁପ୍ରିଓଙ୍କୁ ଗୁରୁଦାୟିତ୍ୱ ନ୍ୟସ୍ତ କରିଛି । ପାର୍ଟି ପକ୍ଷରୁ ତାଙ୍କୁ ଜାତୀୟ ମୁଖପାତ୍ର ନିଯୁକ୍ତ କରାଯାଇଛି । ତାଙ୍କ ବ୍ୟକ୍ତିତ୍ୱ ଓ ପୂର୍ବ ଅଭିଜ୍ଞତାକୁ ଆଧାର କରି ତାଙ୍କୁ ଏହି ପଦବୀ ଦିଆଯାଇଥିବା ପାର୍ଟି ପକ୍ଷରୁ କୁହାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁପ୍ରିଓ ଏଥିଲାଗି ପାର୍ଟି ସୁପ୍ରିମୋଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି । ସୁପ୍ରିଓଙ୍କୁ ପାର୍ଟି ଦ୍ୱାରା ମୁଖପାତ୍ର ନିଯୁକ୍ତି ବେଙ୍ଗଲ ବାହାରେ ପାର୍ଟିର ଆଧାର […]
ବିପକ୍ଷବାଦୀଙ୍କ ସହ କଥା ହେଲେ ଦ୍ରୌପଦୀ ମୁର୍ମୁ
Published On
By Samaya Live
ନୂଆଦିଲ୍ଲୀ: ଜୁନ ୨୪: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି । କୁହାଯାଉଛି ଯେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ବିରୋଧୀ ଦଳର ନେତାଙ୍କଠାରୁ ସମର୍ଥନ ଲୋଡିଥିଲେ । ଏହି ନେତାମାନେ ତାଙ୍କୁ କଣ ଆଶ୍ୱାସନା ଦେଇଛନ୍ତି, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ଏହାରି ମଧ୍ୟରେ ଏବେ ଆଲୋଚନା ହେଉଛି […]
ଆରମ୍ଭ ହେଲାଣି ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ
Published On
By Samaya Live
ମୁମ୍ବାଇ: ଜୁନ ୨୧: ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ବିରୋଧୀ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସୂଚନା ଅନୁସାରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ସୂଚନା ମିଳିଛି ଯେ ଯଶବନ୍ତ ସିହ୍ନା ଜୁନ୍ ୨୭ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ । ସୂଚନାଯୋଗ୍ୟ, ବିରୋଧୀ ଦଳର ଗତ ବୈଠକ ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା […]
ରାଜସ୍ୱ ଟ୍ରେଜେରିରେ ଜମା ନକରିବାରୁ ମାଜିଷ୍ଟ୍ରେଟଙ୍କ ଉପରେ ବର୍ଷିଲେ ମମତା
Published On
By Samaya Live
କୋଲକାତା: ଜୁନ ୩: ଇଟାଭାଟିରୁ ଆଦାୟ ହେଉ ଥିବା ରାଜସ୍ୱ ଟ୍ରେଜେରିରେ ଜମା ହେଉ ନଥିବା କାରଣରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରୋଷର ଶିକାର ହେଲେ ଜିଲ୍ଲା ମାଜିଷ୍ଟ୍ରେଟ୍ ରାହୁଲ୍ । ମଜୁପମାଙ୍କୁ ଗୁରୁବାର ଦିନ ଆସନସୋଲ୍-ଦୁର୍ଗାପୁର ଉନ୍ନୟନ ବୋର୍ଡର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ତେବେ ମେ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ମମତା ପୁରୁଲିଆରେ ଆୟୋଜନ କରାଇଥିବା ପ୍ରଶାସନିକ ବୈଠକରେ ଜିଲ୍ଲା ମାଜିଷ୍ଟ୍ରେଟ୍ ରାହୁଲ୍ଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ । […]
୧ନମ୍ବରରେ ନବୀନ
Published On
By Samaya Live
ମୁମ୍ବାଇ: ଜାନୁଆରୀ ୨୧: ଦେଶର ନଂ ୧ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ପାଇଲେ ନବୀନ। ଇଣ୍ଡିଆ ଟୁଡେ ସର୍ଭେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭ।ବେ ସ୍ଥ।ନ ପ।ଇଲେ ନବୀନ ପଟ୍ଟନାୟକ। ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ମୁଖ୍ୟମନ୍ତ୍ରୀ ନବୀନ । ଏହି ତାଲିକାରେ ଦ୍ୱିତୀୟରେ ଉତ୍ତରପ୍ରଦେଶ, ତୃତୀୟ ଆସ।ମ, ଚତୁର୍ଥରେ ତ।ମିଲନ।ଡୁ ଓ ପଞ୍ଚମରେ ମହ।ର।ଷ୍ଟ୍ର ରହିଛି । ଲୋକପ୍ରିୟତ।ରେ ନବୀନଙ୍କ ପଛକୁ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତ। ବ।ନ।ର୍ଜୀ । ୬୯.୯ ପ୍ରତିଶତ ଲୋକ ମମତ।ଙ୍କୁ ପସନ୍ଦ କରିଛନ୍ତି […]

