lpg price hike at odisha and india
ବାଣିଜ୍ୟ  ଦେଶ- ବିଦେଶ 

ପିଛା ଛାଡୁନି ମହଙ୍ଗା ମାଡ: ଏଲପିଜି ଦର ପାର କଲା ୧୦୦୦ ଟଙ୍କା

ପିଛା ଛାଡୁନି ମହଙ୍ଗା ମାଡ: ଏଲପିଜି ଦର ପାର କଲା ୧୦୦୦ ଟଙ୍କା ନୂଆଦିଲ୍ଲୀ: ମଇ ୦୭: ଦେଶରେ କମୁନି ମହଙ୍ଗା ମାଡ । ପ୍ରଥମେ ଖାଇବା ତେଲ ପରେ ପେଟ୍ରୋଲ, ଡିଜେଲ୍‌ ଆଉ ଏବେ କନ୍ଦାଉଛି ଏଲପିଜି ଗ୍ୟାସ୍‌ । ଏପରି ଦିନକୁଦିନ ବଢୁଛି ସବୁ ଅତ୍ୟାବଶ୍ୟକୀୟ ଜିନିଷର ଦର । ଯାହାକୁ ନେଇ ଚିନ୍ତାରେ ସାଧାରଣ ଜନତା । ଏସବୁ ଭିତରେ ପୁଣି ସିଲିଣ୍ଡର ଦାମ୍ ବଢ଼ିଛି। ୧୪.୨ କିଲୋ ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ସିଲିଣ୍ଡର ପିଛା ଦର […]
Read More...

Advertisement