LOVERS
ଓଡ଼ିଶା  ଅପରାଧ 

ମନ୍ଦିର ରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ

ମନ୍ଦିର ରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ ଉମରକୋଟ : ଅଲେଖ ମନ୍ଦିର ରୋଷ ଶାଳାରେ ଝୁଲି ପଡିଲେ ପ୍ରେମୀ ଯୁଗଳ । ପ୍ରଥମେ ଉଭୟ ପ୍ରେମୀ ଯୁଗଳ ଙ୍କ ପରିଚୟ ମିଳି ନ ଥିଲା I କିନ୍ତୁ ପରେ ପ୍ରେମିକ ଜଣକ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବଡ଼ଭରଣ୍ଡି ଗାଁର ଜଗଦୀଶ କଲାରଙ୍କ ପୁଅ ପ୍ରଫୁଲ୍ଲ କଲାର ପୁଅ ବୋଲି ଜଣ ପଡିଥିଲା I କିନ୍ତୁ ଏ ପର୍ଯ୍ୟନ୍ତ ଯୁବତୀ ଙ୍କ ପରିଚୟ ମିଳି ପରି ନାହିଁ I ପ୍ରଫୁଲ୍ଲ କଲାର ଜଣେ […]
Read More...

Advertisement