LOVER'S SUICIDE IN BHUBANESWAR
ଓଡ଼ିଶା  ଅପରାଧ 

ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ,କାରଣ ଅସ୍ପଷ୍ଟ

ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ,କାରଣ ଅସ୍ପଷ୍ଟ ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ I ପ୍ରେମିକାର ଘରେ ଝୁଲି ପଡିଲେ ପ୍ରେମୀଯୁଗଳ। ପ୍ରେମିକାର ଓଢଣୀରେ ପ୍ରେମିକ ଓ ରସିରେ ପ୍ରେମିକା ଝୁଲୁଥିବାର ଦେଖିବାକୁ ମିଳିଛି। ସାଲିଆସାହିର ଶ୍ରୀରାମ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ପୁଲିସ୍‌ ମୃତଦେହ ଜବତ କରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଘଟନାନୁସାରେ,ଗଞ୍ଜମ ଜିଲ୍ଲାର ଚିତ୍ରସେନ୍‌ ଗୌଡ଼ ବିଜୟୱାଡ଼ାରେ କାମ […]
Read More...

Advertisement