Lord Jagannath
ଓଡ଼ିଶା 

ଆସନ୍ତା କାଲି ଶ୍ରୀମନ୍ଦିର ବନ୍ଦ : ପବିତ୍ର ପଞ୍ଚକ ଉପଲକ୍ଷେ ଜଗା ଦର୍ଶନ ସମୟ ସୀମା ବୃଦ୍ଧି

ଆସନ୍ତା କାଲି ଶ୍ରୀମନ୍ଦିର ବନ୍ଦ : ପବିତ୍ର ପଞ୍ଚକ ଉପଲକ୍ଷେ ଜଗା ଦର୍ଶନ ସମୟ ସୀମା ବୃଦ୍ଧି ପୁରୀ: ନଭେମ୍ବର ୧୮: ମହାମାରୀ କୋଭିଡକୁ ନଜରେ ରଖି ଆସନ୍ତା କାଲି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ ରହିବ । ପବିତ୍ର ପଞ୍ଚକ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଜଗା ଦର୍ଶନ ବ୍ୟବସ୍ଥା ସମୟରେ ସାମାନ୍ୟ ପରିବର୍ତ୍ତନ କରିଛି । ପୂର୍ବରୁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଅନୁମତି ରହିଥିଲା । ପଞ୍ଚକର ନୂଆ ନିୟମ ଅନୁସାରେ, ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । କାର୍ତ୍ତିକ ମାସ ହେତୁ […]
Read More...
ଓଡ଼ିଶା 

ଶ୍ରୀମନ୍ଦିର ଖୋଲିବା ପାଇଁ ନୂଆ ଏସ୍‌ଓପି ଜାରି

ଶ୍ରୀମନ୍ଦିର ଖୋଲିବା ପାଇଁ ନୂଆ ଏସ୍‌ଓପି ଜାରି ଭୁବନେଶ୍ୱର, ଅଗଷ୍ଟ ୧୧: ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୂଆ ଏସ୍‌ଓପି ଜାରି କରିଛନ୍ତି । ଆଧାର କାର୍ଡ ଦେଖାଇ ପୁରୀବାସୀ କାଳିଆଙ୍କ ଦର୍ଶନ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲାବେଳେ ସାଧାରଣ ଲୋକଙ୍କ ପାଇଁ ଆର୍‌ଟିପିସିଆର୍‌ ଟେଷ୍ଟ ରିପୋର୍ଟ କିମ୍ବା ଦୁଇ ଡ଼ୋଜ୍‌ ଟିକା ନେବାର ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଦୁଇ ଦିନ ଅର୍ଥାତ୍‌ ୧୨ ତାରିଖରୁ୧୩ ତାରିଖ ଦୁଇ ଦିନ କେବଳ ସେବାୟତଙ୍କ ପରିବାର ଲୋକ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ […]
Read More...
ଓଡ଼ିଶା 

ଆଜି ଶ୍ରୀଜିଉଙ୍କ ସୁନାବେଶ

ଆଜି ଶ୍ରୀଜିଉଙ୍କ ସୁନାବେଶ ପୁରୀ: ଜୁଲାଇ ୨୧: ଆଉ ମାତ୍ର କିଛି ସମୟର ଅପେକ୍ଷା । ଦିବ୍ୟ ସୁନାଳଙ୍କାରରେ ଆପାଦ ମସ୍ତକ ମଣ୍ଡିତ ହୋଇ ଚତୁର୍ଦ୍ଧା ମୂର୍ତ୍ତି ଦିବ୍ୟ ରୂପକାନ୍ତିରେ ଭକ୍ତଙ୍କୁ ଦର୍ଶନ ଦେବେ । ଠାକୁରଙ୍କର ଏହି ରଥ ଉପରେ ସୁନାବେଶକୁ ବଡ଼ଚଢ଼ାଉ ବେଶ ମଧ୍ୟ କୁହାଯାଏ । ପ୍ରତିବର୍ଷ ଠାକୁରଙ୍କ ପାଞ୍ଚଥର ସୁନାବେଶ ହୋଇଥାଏ । ତନ୍ମଧ୍ୟରୁ ବାହୁଡ଼ା ଏକାଦଶୀରେ ରଥ ଉପରେ ହେଉଥିବା ଠାକୁରଙ୍କ ସୁନାବେଶ ହେଉଛି ପ୍ରଥମ । ଏହାକୁ ସ୍ୱଚକ୍ଷୁରେ ନିକଟରୁ ଦର୍ଶନ ପାଇଁ […]
Read More...
ଓଡ଼ିଶା 

ବିନା ଭକ୍ତରେ ବାହୁଡିଲେ ମହାବାହୁ; ସିଂହଦ୍ୱାର ସମ୍ମୁଖରେ ତିନିରଥ

ବିନା ଭକ୍ତରେ ବାହୁଡିଲେ ମହାବାହୁ; ସିଂହଦ୍ୱାର ସମ୍ମୁଖରେ ତିନିରଥ ପୁରୀ: ଜୁଲାଇ ୨୦: ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଷାଢ ଶୁକ୍ଲ ଏକାଦଶୀ ତିଥି ରେ ସଂପନ୍ନ ହୋଇଛି ମହାପ୍ରଭୁ ଙ୍କ ବାହୁଡାଯାତ୍ରା । ନବଦିନ ଯାତ୍ରା ରେ ଯାଇ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ର ଆଡପ ମଣ୍ଡପ ରେ ଅବସ୍ଥାନ କରୁଥିବା ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରର ରତ୍ନସିଂହାସନ ଅଭିମୁଖେ ବାହୁଡିଛନ୍ତି । କୋଭିଡ୍ ଜନିତ କଟକଣା ଯୋଗୁଁ ଗତବର୍ଷ ଭଳି ବିନା ଭକ୍ତରେ ଶୃଙ୍ଖଳିତ ଭାବେ ସଂପନ୍ନ ହୋଇଛି ଶ୍ରୀଜିଉ ମାନଙ୍କ ବାହୁଡା ଯାତ୍ରା । ସନ୍ଧ୍ୟା […]
Read More...
ଓଡ଼ିଶା 

ରଥଖଳାରେ ନିର୍ମାଣ ହେବ ରଥ; ଯାତ୍ରା ନିଷ୍ପତ୍ତି ନେବେ ରାଜ୍ୟସରକାର

ରଥଖଳାରେ ନିର୍ମାଣ ହେବ ରଥ; ଯାତ୍ରା ନିଷ୍ପତ୍ତି ନେବେ ରାଜ୍ୟସରକାର Edited by Papu Mohanty ଭୁବନେଶ୍ୱର, (ସବୁ୍ୟ): 07/05:ରଥ ନିର୍ମାଣ ନେଇ କେନ୍ଦ୍ରସରକାର ରାଜ୍ୟକୁ ଦେଇଛନ୍ତି ସବୁଜ ସଙ୍କେତ । ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଓଡିଶା ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅନୁମତି ପ୍ରଦାନ ସମ୍ପର୍କରେ ଜଣାଇଦିଆଯାଇଛି । ତେବେ ଏହି ଅନୁମତି ସର୍ତମୂଳକ । ଗୃହମନ୍ତ୍ରଣାଳୟର ସର୍ତ୍ତ ଅନୁସାରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ କରାଯିବ ତେବେ ସେଠାରେ କୌଣସି ଧାର୍ମିକ ଏକତ୍ରୀ କରଣ ହୋଇପାରିବନି । ସାମାଜି ଦୂରତାର କଡା ଅନୁପାଳନ […]
Read More...

Advertisement