lioness died in nandankanan
ଜିଲ୍ଲା 

ନନ୍ଦନକାନନରେ ପୁଣି ପ୍ରାଣ ହାରିଲା ଆଉ ଏକ ସିଂହୀ

ନନ୍ଦନକାନନରେ ପୁଣି ପ୍ରାଣ ହାରିଲା ଆଉ ଏକ ସିଂହୀ ଭୁବନେଶ୍ୱର: ମଇ ୨୮: ଦିିନକୁ ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବଢୁଛି ପଶୁ ମୃତ୍ୟୁ ସଂଖ୍ୟା । କିଛିଦିନ ପୂର୍ବେ ନନ୍ଦନକାନନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ସିଂହୀର ମୃତ୍ୟୁ ଘଟିଛି ।ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ଏହି ସିଂହୀଟିକୁ ଏକ ସାପ କାମୁଡ଼ି ଦେଇଥିଲା । ଏହାପରେ ସିଂହୀଟିର ଚିକତ୍ସା ଚାଲିଥିଲା । ତେବେ ଚିକତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ଘଟିଥିବା […]
Read More...

Advertisement