ଶୀତଦିନ ପାଇଁ ପିନ୍ଧନ୍ତୁ ଷ୍ଟାଇଲିସ୍‌ ଉଲେନ୍‌ କୁର୍ତ୍ତୀ

ଶୀତଦିନେ ଗ୍ଲାମରସ୍‌ ଏବଂ ଷ୍ଟାଇଲିସ୍‌ ଲୁକ୍‌ ପାଇବାକୁ ଚାହୁଁଥିଲେ ନିଜ ଆଉଟଫିଟ୍‌ରେ କିଛି ଭିନ୍ନ ଟ୍ରାଏ କରନ୍ତୁ । ଆପଣ ଅଫିସ ଏବଂ ପାର୍ଟିରେ ଉଲେନ୍‌ ଡ୍ରେସ୍‌ ପିନ୍ଧିପାରିବେ । ବଜାରରେ ଆଜିକାଲି ବିଭିନ୍ନ ପ୍ରକାରର ଉଲେନ୍‌ର କୁର୍ତ୍ତୀ ଏବଂ ଜ୍ୟାକେଟ୍‌ ଉପଲବ୍ଧ ହେଉଛି । -ଜିନ୍‌ସ ସହ ଉଲେନ୍‌ର ଡେନିମ୍‌ କୁର୍ତ୍ତୀ ଆପଣ ପିନ୍ଧିପାରିବେ । ଡେନିମ୍‌ରେ ଆପଣଙ୍କୁ ବିଭିନ୍ନ ଡିଜାଇନର ଗରମ କୁର୍ତ୍ତୀ ବଜାରରେ ଅତି ସହଜରେ ମିଳିଯିବ । ଏହାସହ ଆପଣ ଡିଜାଇନର […]

Samaya Live Picture
Published On

ଶୀତଦିନେ ଗ୍ଲାମରସ୍‌ ଏବଂ ଷ୍ଟାଇଲିସ୍‌ ଲୁକ୍‌ ପାଇବାକୁ ଚାହୁଁଥିଲେ ନିଜ ଆଉଟଫିଟ୍‌ରେ କିଛି ଭିନ୍ନ ଟ୍ରାଏ କରନ୍ତୁ । ଆପଣ ଅଫିସ ଏବଂ ପାର୍ଟିରେ ଉଲେନ୍‌ ଡ୍ରେସ୍‌ ପିନ୍ଧିପାରିବେ । ବଜାରରେ ଆଜିକାଲି ବିଭିନ୍ନ ପ୍ରକାରର ଉଲେନ୍‌ର କୁର୍ତ୍ତୀ ଏବଂ ଜ୍ୟାକେଟ୍‌ ଉପଲବ୍ଧ ହେଉଛି ।
ଶୀତଦିନ ପାଇଁ ପିନ୍ଧନ୍ତୁ ଷ୍ଟାଇଲିସ୍‌ ଉଲେନ୍‌ କୁର୍ତ୍ତୀ

-ଜିନ୍‌ସ ସହ ଉଲେନ୍‌ର ଡେନିମ୍‌ କୁର୍ତ୍ତୀ ଆପଣ ପିନ୍ଧିପାରିବେ । ଡେନିମ୍‌ରେ ଆପଣଙ୍କୁ ବିଭିନ୍ନ ଡିଜାଇନର ଗରମ କୁର୍ତ୍ତୀ ବଜାରରେ ଅତି ସହଜରେ ମିଳିଯିବ । ଏହାସହ ଆପଣ ଡିଜାଇନର ଆସେସୋରିଜ୍‌ ମଧ୍ୟ ପିନ୍ଧିପାରିବେ ।
ଶୀତଦିନ ପାଇଁ ପିନ୍ଧନ୍ତୁ ଷ୍ଟାଇଲିସ୍‌ ଉଲେନ୍‌ କୁର୍ତ୍ତୀ

-ଏଥନିକ୍‌ ଲୁକ୍‌ ଚାହୁଁଥିଲେ ପ୍ରିଣ୍ଟେଡ୍‌ ଉଲେନ୍‌ କୁର୍ତ୍ତୀ ଆପଣ ଟ୍ରାଏ କରିପାରିବେ । ଏହାକୁ ଆପଣ ଡେଲି ଆଉଟ୍‌ଫିଟ୍‌ରେ ସାମିଲ କରିପାରିବେ । ଜିନ୍‌ସ ସହ ଏହାକୁ ପିନ୍ଧିଲେ ଆପଣ ସିମ୍ପଲ୍‌ ଦେଖାଯିବେ ।
ଶୀତଦିନ ପାଇଁ ପିନ୍ଧନ୍ତୁ ଷ୍ଟାଇଲିସ୍‌ ଉଲେନ୍‌ କୁର୍ତ୍ତୀ

– କେତେକ ମହିଳାଙ୍କୁ ଉଲେନ୍‌ କୁର୍ତ୍ତୀ ପିନ୍ଧିବା ବିଲକୁଲ୍‌ ପସନ୍ଦ ଆସେନାହିଁ । ଏପରିସ୍ଥିତିରେ ଉଲେନ୍‌ର ସର୍ଟ କୁର୍ତ୍ତା ଆପଣଙ୍କ ପାଇଁ ବେଷ୍ଟ ଅପସନ୍‌ ହେବ । ସର୍ଟ କୁର୍ତ୍ତା ସହ ଜ୍ୟାକେଟ୍‌ ମଧ୍ୟ କ୍ୟାରି କରିପାରିବେ ।
ଶୀତଦିନ ପାଇଁ ପିନ୍ଧନ୍ତୁ ଷ୍ଟାଇଲିସ୍‌ ଉଲେନ୍‌ କୁର୍ତ୍ତୀ

-ଏହା ବ୍ୟତୀତ ଉଲେନ୍‌ କୁର୍ତ୍ତୀରେ ଚେକ୍‌ ଡିଜାଇନର କୁର୍ତ୍ତୀ ମଧ୍ୟ ଜିନ୍‌ସ ସହ ପିନ୍ଧିପାରିବେ ।
ଶୀତଦିନ ପାଇଁ ପିନ୍ଧନ୍ତୁ ଷ୍ଟାଇଲିସ୍‌ ଉଲେନ୍‌ କୁର୍ତ୍ତୀ
ଏହା କ୍ଲାସି ଲୁକ୍‌ ଦେବାରେ ସହାୟକ ହେବ । ଏହାସହ ଆପଣ ସିମ୍ପଲ୍‌ ସ୍କାର୍ଫ ମଧ୍ୟ ଟ୍ରାଏ କରିପାରିବେ ।