fashion in India
ମନୋରଞ୍ଜନ 

ଗ୍ଲୋବାଲ ଲାଇଫଷ୍ଟାଇଲ୍‌ ବ୍ରାଣ୍ଡ ଲଞ୍ଚ କରିବେ ଦୀପିକା

ଗ୍ଲୋବାଲ ଲାଇଫଷ୍ଟାଇଲ୍‌ ବ୍ରାଣ୍ଡ ଲଞ୍ଚ କରିବେ ଦୀପିକା ମୁମ୍ବାଇ: ସେପ୍‌ଟେମ୍ବର ୯: ଅଭିନୟ ସହିତ ବଲିଉଡ ତଥା ହଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅନେକ ବ୍ୟବସାୟ ପରିଚାଳନା କରିଥାନ୍ତି । ଏହିପରି କି ସେ ଅନେକ ଦେଶୀ ଓ ବିଦେଶୀର ଫ୍ୟାଶନ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ରହିସାରିଛନ୍ତି । ତେବେ ସେ ଭାରତର ଫ୍ୟାସନକୁ ବିଶ୍ୱ ସ୍ତରରେ ଜଣାଇବା ସକାଶେ ଏକ ଗ୍ଲୋବାଲ ଲାଇଫଷ୍ଟାଇଲ୍‌ ବ୍ରାଣ୍ଡ ଲଞ୍ଚ କରିବାକୁ ଯାଉଛନ୍ତି । ଯାହାର ମୂଳ ସ୍ରୋତ ଭାରତରେ ରହିବ ବୋଲି ସେ ସୂଚନା ଦେଇଛନ୍ତି […]
Read More...
ଜୀବନଚର୍ଯ୍ୟା 

ମୋନୋକ୍ରୋମ୍‌ ଫ୍ୟାଶନ

ମୋନୋକ୍ରୋମ୍‌ ଫ୍ୟାଶନ ଆଜିକାଲି ଫ୍ୟାଶନ ଦୁନିଆରେ କିଛି ବି ପୁରୁଣା ନୁହେଁ । କାରଣ ପୁରୁଣା ଆଉଟ୍‌ଫିଟ୍‌ରେ ଅଳ୍ପ ଅପଡେଟ୍‌ ତାହାକୁ ପୁଣି ଫ୍ୟାଶନର ଶିରୋମଣୀରେ ରଖିପାରୁଛି । ସେହିପରି ଆପଣଙ୍କ ଫ୍ୟାଶନ ଅଭିଜ୍ଞତାର ନୂତନତା ପାଇଁ ପୁଣି ଥରେ ଆସିଯାଇଛି ମୋନୋକ୍ରୋମ୍‌ ଆଉଟ୍‌ଫିଟ୍‌ । ଏହାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ପୋଷାକ ଗୋଟିଏ ରଙ୍ଗର । ଏହାକୁ ଆପଣ େୱଷ୍ଟର୍ନ ହେଉ କି ଏଥିନିକ୍‌ ସବୁଥିରେ ମ୍ୟାଚ୍‌ କରିପାରିବେ । ସବୁଠୁ ବଡ଼ କଥା ହେଉଛି ଆପଣଙ୍କ ପସନ୍ଦର […]
Read More...
ଜୀବନଚର୍ଯ୍ୟା 

ପୁରୁଷଙ୍କ ପାଇଁ ବ୍ରେସଲେଟ୍‌

ପୁରୁଷଙ୍କ ପାଇଁ ବ୍ରେସଲେଟ୍‌ ଖାଲି ଯେ ମହିଳାଙ୍କୁ ଗହଣାର ସଉକ ରହିଛି ଏହା ନୁହେଁ । ପୁରୁଷଙ୍କର ମଧ୍ୟ କିଛି ହାଲୁକା ଫୁଲକା ଜୁଏଲାରୀ ରହିଛି, ଯାହା ସେମାନଙ୍କୁ ଫାଶନେବୁଲ୍‌ କରିଥାଏ । ତେବେ ପୁରୁଷଙ୍କ ଜୁଏଲାରୀରେ ଅନେକ ବାଛ ବିଚାର ରହିଥାଏ । କାରଣ ପୁରୁଷମାନେ ଅଧିକ ଜୁଏଲାରୀ ପିନ୍ଧିବାକୁ ଭଲ ପାଆନ୍ତି ନାହିଁ । ସେମାନେ କେବଳ ଘଣ୍ଟା,ରିଙ୍ଗ ଓ ଇୟରରିଂ ପିନ୍ଧିବାକୁ ପସନ୍ଦ କରନ୍ତି । ତେବେ ଆଜିକାଲି ପୁଅଙ୍କର ଏକ ନୂଆ ଟ୍ରେଣ୍ଡ ଆସିଛି ବ୍ରେସ୍‌ଲେଟ୍‌ର […]
Read More...

Advertisement