କାଶ୍ମୀରୀ ଲୁକ୍ ପାଇବା ପାଇଁ..
ଯଦି ଆପଣ ମଧ୍ୟ କାଶ୍ମୀର ଯୁବତୀଙ୍କ ପରି ସୌନ୍ଦର୍ଯ୍ୟ ପାଇବାକୁ ଚାହୁଁଛନ୍ତି, ତାହେଲେ ନିତିଦିନିଆ ଜୀବନରେ କିଛି ଉପାୟ ଫଲୋ କରନ୍ତୁ । -କାଶ୍ମୀର ଏବଂ କେଶରର ସମ୍ପର୍କ ବହୁତ ଗଭୀର । କେଶରକୁ ଖାଦ୍ୟପେୟ ସହ ବିୟୁଟି କେୟାରରେ ମଧ୍ୟ ଉପଯୋଗ କରିପାରିବେ । ଆପଣ ଗୋଲାପୀ ତ୍ୱଚା ପରି ଚମକ ପାଇବାକୁ ଚାହୁଁଥିଲେ କ୍ଷୀର ସର ସହ କେଶର ମିଶାଇ ମୁହଁରେ ପ୍ରତିଦିନ ମସାଜ୍ କରନ୍ତୁ । – ଉପତ୍ୟକା ଅଞ୍ଚଳରେ ବାଦାମ ଭଲ […]
ଯଦି ଆପଣ ମଧ୍ୟ କାଶ୍ମୀର ଯୁବତୀଙ୍କ ପରି ସୌନ୍ଦର୍ଯ୍ୟ ପାଇବାକୁ ଚାହୁଁଛନ୍ତି, ତାହେଲେ ନିତିଦିନିଆ ଜୀବନରେ କିଛି ଉପାୟ ଫଲୋ କରନ୍ତୁ ।
-କାଶ୍ମୀର ଏବଂ କେଶରର ସମ୍ପର୍କ ବହୁତ ଗଭୀର । କେଶରକୁ ଖାଦ୍ୟପେୟ ସହ ବିୟୁଟି କେୟାରରେ ମଧ୍ୟ ଉପଯୋଗ କରିପାରିବେ । ଆପଣ ଗୋଲାପୀ ତ୍ୱଚା ପରି ଚମକ ପାଇବାକୁ ଚାହୁଁଥିଲେ କ୍ଷୀର ସର ସହ କେଶର ମିଶାଇ ମୁହଁରେ ପ୍ରତିଦିନ ମସାଜ୍ କରନ୍ତୁ ।

– ଉପତ୍ୟକା ଅଞ୍ଚଳରେ ବାଦାମ ଭଲ କ୍ୱାଲିଟିର ମିଳେ ଏବଂ ଏହି କାରଣରୁ ଏଠାର ଲୋକମାନେ ସହରୀଙ୍କ ଅପେକ୍ଷା ଅଧିକ ସୁସ୍ଥ । ତେଣୁ କାଶ୍ମୀର ବାଦାମକୁ ପେଷ୍ଟ କରି ମହୁ ସହ ମିଶାଇ ମୁହଁରେ ସ୍କ୍ରବିଂ କରନ୍ତୁ । ସପ୍ତାହକୁ ଦୁଇ ଥର ଏପରି କଲେ ଆପଣ ନିଜେ ଫରକ ଜାଣିପାରିବେ ।

-କାଶ୍ମୀରରେ ମିଳୁଥିବା ରସୁଣ ବହୁତ ଅଲଗା ହୋଇଥାଏ । ଏହାକୁ ପେଷ୍ଟ କରି ରଖଦିଅନ୍ତୁ । ବ୍ରଣ ହୋଇଥିବା ସ୍ଥାନରେ ଏହି ପେଷ୍ଟକୁ ଲଗାନ୍ତୁ ଏବଂ ଶୁଖିଗଲା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ ।




