beauty tips
ଜୀବନଚର୍ଯ୍ୟା 

ମୁଖର ଉଜ୍ୱଳତା ଫେରାଇବ ପୋଦିନା ଫେସ୍‌ପ୍ୟାକ୍‌

ମୁଖର ଉଜ୍ୱଳତା ଫେରାଇବ ପୋଦିନା ଫେସ୍‌ପ୍ୟାକ୍‌ ଖାଦ୍ୟର ସ୍ୱାଦ ବଢାଇବା ସହ ତ୍ୱଚା ପାଇଁ ମଧ୍ୟ ପୋଦିନା ପତ୍ର ବହୁତ ଲାଭଦାୟକ ହୋଇଥାଏ । ଯଦି ଆପଣ ଶୁଷ୍କ ଏବଂ ବ୍ରଣ ତ୍ୱଚା ସମସ୍ୟାରେ ପୀଡ଼ିତ, ତାହେଲେ ଘରେ ହିଁ ପୋଦିନା ଫେସ୍‌ପ୍ୟାକ୍‌ ବ୍ୟବହାର କରିପାରିବେ । ତ୍ୱଚାକୁ ପୋଷଣ ଦେଉଥିବା ଅନ୍ୟ ପ୍ରାକୃତିକ ସାମଗ୍ରୀ ସହ ପୋଦିନାକୁ ବ୍ୟବହାର କରି ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରିପାରିବେ । ଏହାକୁ ମୁହଁରେ ଲଗାଇଲେ ଦାଗ, ବ୍ରଣ ଦୂର କରିବା ସହ ନରମ କରିଥାଏ । […]
Read More...
ସ୍ୱାସ୍ଥ 

ଉପକାରୀ ଲେମ୍ବୁ

ଉପକାରୀ ଲେମ୍ବୁ ଲେମ୍ବୁରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟକର ଗୁଣ ଭରିରହିଛି । ଏହାର ଔଷଧୀୟଗୁଣ ସହିତ ସ୍ୱାଦ ଏହାକୁ ନିଆରା କରିଥାଏ । ତେବେ ଲେମ୍ବୁକୁ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରାଯାଏ । ଏଥିରେ ଭିଟାମିନ ସି, କ୍ୟାଲସିୟମ, ପଟାସିଅମ ଭରି ରହିଥାଏ, ଯାହା ତ୍ୱଚା, ଚୁଟି ଓ ନଖ ପାଇଁ ବେଶ୍‌ ଉପକାରୀ । ସକାଳୁ ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଅନ୍ତୁ ଯାହା ଆପଣଙ୍କ ଶରୀର ପାଇଁ ବେଶ୍‌ ଫଳପ୍ରଦ । ଏହାର ତ୍ୱଚା ଉପରେ ମଧ୍ୟ […]
Read More...
ଜୀବନଚର୍ଯ୍ୟା 

ତ୍ୱଚା ପାଇଁ ଲାଭକାରୀ ଓଟ୍ସ ପେଷ୍ଟ୍‌

ତ୍ୱଚା ପାଇଁ ଲାଭକାରୀ ଓଟ୍ସ ପେଷ୍ଟ୍‌ ତ୍ୱଚାର ଯତ୍ନ ନେବା ପାଇଁ ଆପଣଙ୍କୁ ପ୍ରତିଥର ପାର୍ଲର ଯିବା ଜରୁରୀ ନୁହେଁ । ଆପଣ ଘରେ ରହି ବି ତ୍ୱଚାର ଯତ୍ନ ନେଇପାରିବେ ଏବଂ ସୌନ୍ଦର୍ଯ୍ୟକୁ ବଜାୟ ରଖିପାରିବେ । ଘରେ ଉପଲବ୍ଧ ଥିବା ସାମଗ୍ରୀକୁ ବ୍ୟବହାର କରି ତ୍ୱଚାର ଉଜ୍ୱଳତାକୁ ଫେରାଇ ଆଣିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଦରକାର ଓଟ୍ସ ଏବଂ କ୍ଷୀର । ପ୍ରଥମେ ଦୁଇ ଚାମଚ ଓଟ୍ସକୁ ଅଧା କପ କ୍ଷୀରରେ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଭିଜାଇ ଦିଅନ୍ତୁ […]
Read More...
ଜୀବନଚର୍ଯ୍ୟା 

ତ୍ୱଚା ପାଇଁ ଉପକାରୀ ଘିକୁଆଁରୀ ରସ

ତ୍ୱଚା ପାଇଁ ଉପକାରୀ ଘିକୁଆଁରୀ ରସ ତ୍ୱଚାର ପ୍ରାକୃତିକ ଯତ୍ନ ନେବାରେ ଘିକୁଆଁରୀ ରସ ବେଶ ଲାଭଦାୟକ ହୋଇଥାଏ । କଳା ଦାଗ ଦୂର ସହିତ ତ୍ୱଚାକୁ ଉଜ୍ୱଳ ରଖେ । ତେବେ ଘିକୁଆଁରୀ ରସ ଓ ଗୋଲାପ ଜଳର ମିଶ୍ରଣ ତ୍ୱଚା ପାଇଁ ଆହୁରି ଉପକାରୀ । ବଜାରରେ ତାହା ମିଳୁଥିଲେ ହେଁ ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷଣ ଲାଗି ସେଥିରେ ରାସାୟନିକ ପଦାର୍ଥ ମିଶିଥାଏ । ହେଲେ ଘରେ ଏହି ମିଶ୍ରଣ ପ୍ରସ୍ତୁତ କରି ଲଗାଇଲେ ଅଧିକ ସୁଫଳ ମିଳିଥାଏ । […]
Read More...
ଜୀବନଚର୍ଯ୍ୟା 

ନାୟିକାଙ୍କ ‘ନୁ୍ୟଟ୍ରାଲ୍‌ ମେକ୍‌ଅପ୍‌’

ନାୟିକାଙ୍କ ‘ନୁ୍ୟଟ୍ରାଲ୍‌ ମେକ୍‌ଅପ୍‌’ ଆଜିକାଲି ଫ୍ୟାଶନ ମାର୍କେଟରେ ‘ନୁ୍ୟଟ୍ରାଲ ମେକ୍‌ଅପ୍‌’ର ଟ୍ରେଣ୍ଡ୍‌ ଚାଲିଛି । ନୁ୍ୟଟ୍ରାଲ୍‌ ମେକ୍‌ଅପ୍‌ ହେଉଛି, ଆଖିକୁ ବୋଲï ଲୁକ୍‌ କରିବା ସହିତ ନୁ୍ୟଡ୍‌ ଲି« (ହାଲକା ରଙ୍ଗର ଲିଫ୍‌ଷଫିକ୍‌) ଲଗାଇବା । ବଲିଉଡ୍‌ ଅଭିନେତ୍ରୀ ଦିଶା ପାଟନୀ, ତାରା ସୁତରିୟା, ଅନନ୍ୟା ପାଣ୍ଡେ ଭଳି ଷ୍ଟାର ସର୍ବଦା ନୁ୍ୟଡ୍‌ ଲି« ଏବଂ ଟୋନï ମେକ୍‌ଅପ୍‌ରେ ନଜର ଆସନ୍ତି । ନୁ୍ୟଡ୍‌ ମେକ୍‌ଅପ୍‌ ସହ ଆଖିକୁ ବୋଲï ଲୁକ୍‌ ଦେବା ପାଇଁ ଆପଣ ଆପଣଙ୍କ ପସନ୍ଦର ଷ୍ଟାଇଲ୍‌ ଆଇକନ୍‌ଙ୍କୁ […]
Read More...
ଜୀବନଚର୍ଯ୍ୟା  ସାହିତ୍ୟ 

କେଶ କଳା କରିବାକୁ, ଆପଣାନ୍ତୁ ଏହି ଘରୋଇ ଉପଚାର

କେଶ କଳା କରିବାକୁ, ଆପଣାନ୍ତୁ ଏହି ଘରୋଇ ଉପଚାର ଭୁବନେଶ୍ୱର: ଅଗଷ୍ଟ ୨୧: ବିଭିନ୍ନ କାରଣରୁ ଆଜିକାଲି ଯୁବପିଢ଼ିଙ୍କ କ୍ଷେତ୍ରରେ କେଶ ଧଳା ହେବାର ସମସ୍ୟା ଦେଖାଯାଉଛି । କମ୍‌ ବୟସରୁ କେଶ ପାଚିବା ପଛରେ ବହୁତ କାରଣ ଥାଏ । ବିଶେଷ କରି ମାନସିକ ଅସ୍ଥିରତା ଓ ଅସ୍ୱାସ୍ଥକର ଲାଇଫ୍‌ଷ୍ଟାଇଲ୍‌ । ହେଲେ, ପାଚିଲା ଧଳା କେଶକୁ କଳା କରିବା ପାଇଁ ଲୋକ କେମିକାଲ୍‌ ଯୁକ୍ତ ତେଲ ବା ହେୟାର୍‌ କଲର୍‌ ଉପରେ ନିର୍ଭର କରିଥାନ୍ତି, ଯାହା କେଶକୁ ଅଧିକ ଖରାପ କରିଥାଏ । ଏପରି […]
Read More...
ସାହିତ୍ୟ 

କେଶକୁ ଦିଅନ୍ତୁ ପ୍ରାକୃତିକ କଣ୍ଡିସିନିଂ

କେଶକୁ ଦିଅନ୍ତୁ ପ୍ରାକୃତିକ କଣ୍ଡିସିନିଂ ଭୁବନେଶ୍ୱର, ଅଗଷ୍ଟ ୧୩: ବିୟୁଟି ଏକ୍ସପର୍ଟ୍ସଙ୍କ ମତରେ କେଶର କ୍ୱାଲିଟି ପାଇଁ କଣ୍ଡିସନର ବହୁତ ଜରୁରୀ । ତେଣୁ ସାମ୍ପୁ କରିବା ପରେ ସମସ୍ତେ କେଶରେ କଣ୍ଡିସନର୍‌ ଲଗାନ୍ତି । ହେଲେ ଏହି ଦାମିକିଆ କଣ୍ଡିସନର୍‌ର ପ୍ରଭାବ ମାତ୍ର ଅଳ୍ପ ସମୟ ପାଇଁ ରହିଥାଏ । ଆପଣ ବି ଯଦି ମାର୍କେଟରେ ଉପଲବ୍ଧ ବ୍ରାଣ୍ଡେଣ୍ଡ୍‌ କଣ୍ଡିସନର୍‌ କିଣି କେଶରେ ଲଗାଉଛନ୍ତି, ତାହାଲେ ସେଗୁଡ଼ିକୁ ବାଏ ବାଏ କରିବାର ସମୟ ଆସିଯାଇଛି । ଏହା ବିକଳ୍ପରେ ଘରେ ପ୍ରସ୍ତୁତ […]
Read More...
ଜୀବନଚର୍ଯ୍ୟା 

ହରମୋନ୍‌ ଅସନ୍ତୁଳନ ମୁଖ ବ୍ରଣର କାରଣ, ଜାଣିବା ଏହାର କିଛି ଘରୋଇ ଉପଚାର ବିଷୟରେ

ହରମୋନ୍‌ ଅସନ୍ତୁଳନ ମୁଖ ବ୍ରଣର କାରଣ, ଜାଣିବା ଏହାର କିଛି ଘରୋଇ ଉପଚାର ବିଷୟରେ ଭୁବନେଶ୍ୱର: ଅଗଷ୍ଟ ୬: ବୟସ ବୃଦ୍ଧି ତଥା ଅନ୍ୟାନ୍ୟ କିଛି କାରଣରୁ ଆମ ଶରୀରରେ ଅନେକ ସମୟରେ ହରମୋନ୍‌ ଅସନ୍ତୁଳନ ଦେଖାଦେଇଥାଏ । ହରମୋନ୍‌ ଅସନ୍ତୁଳନର ପ୍ରଭାବ ବିଶେଷକରି ଆମ ମୁହଁରେ ପ୍ରକାଶ ପାଇଥାଏ ମୁଖ ବ୍ରଣ ରୂପେ । ହରମୋନ୍‌ ଅସନ୍ତୁଳନରୁ ସୃଷ୍ଟି ହେଉଥିବା ମୁଖବ୍ରଣ ଅନେକଙ୍କର ଋତୁସ୍ରାବ କିମ୍ବା ଗର୍ଭଧାରଣ ସମୟରେ ବିଶେଷକରି ଦେଖାଦେଇଥାଏ । ଏହାର ନିୟନ୍ତ୍ରଣ କରିବା ଲାଗି ‘ଲଭ ଆର୍ଥ, ହର୍ବାଲ ଆଣ୍ଡ ଅର୍ଗାନିକ୍‌ ସ୍କିନ୍‌ କେୟାର’ କମ୍ପାନୀର ପ୍ରତିଷ୍ଠାତା […]
Read More...

Advertisement