life style
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ବେଡ୍ରୁମ୍କୁ ରଖନ୍ତୁ ଷ୍ଟାଇଲିସ୍
Published On
By Samaya Live
ସର୍ବଦା ସମସ୍ତେ ନିଜ ବେଡ୍ ରୁମ୍କୁ ସଫା ସହ କିଭଳି ବଡ ଦେଖାଯିବ ସେ ନେଇ ଚେଷ୍ଟା କରନ୍ତି । ତେବେ ଏଥିପାଇଁ କିଛିଟା ନିୟମ ଅଛି, ଯାହାକୁ ଅନୁକରଣ କଲେ ଆପଣଙ୍କ ବେଡ୍ରୁମ ବଡ ଲାଗିବା ସହିତ ଷ୍ଟାଇଲିସ୍ ମଧ୍ୟ ଦେଖାଯିବ । ସର୍ବଦା ଖଟରେ ଅଧିକ ତକିଆ ରଖନ୍ତୁ ନାହିଁ । ଅଧିକ ତକିଆ ରଖିବା ଫଳରେ କେବଳ ଖଟ ନୁହେଁ ପୂରା ରୁମ୍ ପୂରାପୂରା ଲାଗିଥାଏ । ସେହିଭଳି ଅଧିକ ତକିଆ ରଖିବା […]
ଘର ଆଗରେ ରଖ;ୁ ଗଣେଶଙ୍କୁ
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୧୦: ବାସ୍ତୁ ଶାସ୍ତ୍ର ଆମ ଜୀବନରେ ପ୍ରଭାବ ପକାଇଥାଏ ବୋଲି ଅନେକ ବିଶ୍ୱାସ କରନ୍ତି । ତେଣୁ ପ୍ରାୟ ସମସ୍ତେ ଘର ନିର୍ମାଣ କରିବା ପୂର୍ବରୁ ବାସ୍ତୁ ବିଶେଷଜ୍ଞ ଠାରୁ ଅନେକ ପରାମର୍ଶ ନେଇଥାଆନ୍ତି । ସେମାନେ ବାସ୍ତୁ ଅନୁସାରେ ଘରର କବାଟ, ଝରକା ଠାରୁ ଆରମ୍ଭ କରି ଜିନିଷ ମଧ୍ୟ କିଣିଥାଆନ୍ତି । ତେଣୁ ଘରର କେଉଁଠି କଣ ଲଗାଇବା ଦ୍ୱାରା ବାସ୍ତୁ ଅନୁସାରେ ଆପଣଙ୍କ ଘରର ଉନ୍ନତି ହେବ ସେ ନେଇ […]
ନୂଆ ଚାକିରିରେ ରୁହନ୍ତୁ ସ୍ମାର୍ଟ
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୬: ଚାକିରିକୁ ନେଇ ସମସ୍ତଙ୍କର ସର୍ବଦା ଚିନ୍ତା ରହିଥାଏ । ଏହା ଯଦି ନୂଆ ହେଇଥାଏ ତେବେ ଚିନ୍ତା ବଢିଯାଇଥାଏ । ନୂଆ ଚାକିରିରେ ଚିନ୍ତା ହେବା ସ୍ୱାଭାବିକ୍, ତେବେ ଏଥିରେ କିଛି କଥାକୁ ଧ୍ୟାନରେ ରଖିଲେ ଏହି ଚିନ୍ତାରୁ ମଧ୍ୟ ମୁକ୍ତି ମିଳିପାରିବ । ବିଳମ୍ବକୁ କୁହନ୍ତୁ ନା ନୂଆ ଚାକିରିରେ ସର୍ବଦା ସମୟକୁ ଧ୍ୟାନ ଦିଅନ୍ତୁ । ସର୍ବଦା ଚାକିରିର ସମସ୍ତ କାର୍ଯ୍ୟରେ ସମୟରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କର […]
ହେୟାର ଡ୍ରାୟର୍ର ବହୁମୁଖୀ ବ୍ୟବହାର
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୬: ଯଦି ବାହାରକୁ କୌଣସି ଆଡ଼େ ଯିବାକୁ ଅଛି, ଆଉ କେଶ ଓଦା ଅଛି, ତେବେ ଖୋଜାପଡ଼େ ହେୟାର ଡ୍ରାୟର । ମୁଖ୍ୟତଃ କେଶ ଶୁଖାଇବା ଲାଗି ବ୍ୟବହାର କରାଯାଏ ଡ୍ରାୟର । ହେୟାର ଡ୍ରାୟର କେବଳ କେଶ ଶୁଖାଇବା କାମ କରେନାହିଁ, ଏହା ଆହୁରି ଅନେକ କାମ ମଧ୍ୟ କରିଥାଏ । ଏହାଦ୍ୱାରା ଅନେକ କାମ ସହଜ ମଧ୍ୟ ହୋଇଯାଇଥାଏ । ଚାଲନ୍ତୁ ଜାଣିବା ଏହା ଆଉ କେଉଁ କେଉଁ କାମ କରିଥାଏ […]
ଖାଦ୍ୟ ଜଣାଇବ ବ୍ୟକ୍ତିତ୍ୱ
Published On
By Samaya Live
ମିଠାପସନ୍ଦ କରୁଥିବା ବ୍ୟକ୍ତି-ଏମାନେ ସର୍ବଦା ଶାନ୍ତ ଏବଂ ଦୟାଳୁ ହୋଇଥାଆନ୍ତି । ଖୁସି ରୁହନ୍ତି ଏବଂ ଖୁସି ବାଣ୍ଟିବାକୁ ମଧ୍ୟ ପସନ୍ଦ କରନ୍ତି । ସରଳ ସ୍ୱଭାବଯୁକ୍ତ ହେତୁ ଅନ୍ୟମାନେ ଏହାର ଫାଇଦା ଉଠେଇବା ପାଇଁ ଚେଷ୍ଟା କରିଥାଆନ୍ତି । ରାଗ ପସନ୍ଦ କରୁଥିବା ବ୍ୟକ୍ତି-ଏଭଳି ଖାଦ୍ୟ ପ୍ରତି ରୁଚି ରଖୁଥିବା ବ୍ୟକ୍ତି ସ୍ପଷ୍ଟବାଦୀ ଏବଂ ଖୋଲା ହୃଦୟସମ୍ପନ୍ନ ହୋଇଥାଆନ୍ତି । ବେଳେ ବେଳେ ଲୋକମାନେ ଏହି ବ୍ୟକ୍ତିଙ୍କ ପ୍ରତି ଭୂଲ ଧାରଣା ପୋଷଣ କରିଥାଆନ୍ତି, କିନ୍ତୁ […]
ପୁରୁଷଙ୍କ ପାଇଁ ବ୍ରେସଲେଟ୍
Published On
By Samaya Live
ଖାଲି ଯେ ମହିଳାଙ୍କୁ ଗହଣାର ସଉକ ରହିଛି ଏହା ନୁହେଁ । ପୁରୁଷଙ୍କର ମଧ୍ୟ କିଛି ହାଲୁକା ଫୁଲକା ଜୁଏଲାରୀ ରହିଛି, ଯାହା ସେମାନଙ୍କୁ ଫାଶନେବୁଲ୍ କରିଥାଏ । ତେବେ ପୁରୁଷଙ୍କ ଜୁଏଲାରୀରେ ଅନେକ ବାଛ ବିଚାର ରହିଥାଏ । କାରଣ ପୁରୁଷମାନେ ଅଧିକ ଜୁଏଲାରୀ ପିନ୍ଧିବାକୁ ଭଲ ପାଆନ୍ତି ନାହିଁ । ସେମାନେ କେବଳ ଘଣ୍ଟା,ରିଙ୍ଗ ଓ ଇୟରରିଂ ପିନ୍ଧିବାକୁ ପସନ୍ଦ କରନ୍ତି । ତେବେ ଆଜିକାଲି ପୁଅଙ୍କର ଏକ ନୂଆ ଟ୍ରେଣ୍ଡ ଆସିଛି ବ୍ରେସ୍ଲେଟ୍ର […]
ବଢାନ୍ତୁ ହାଡର ଶକ୍ତି
Published On
By Samaya Live
ଦିଲ୍ଲୀ, ଅଗଷ୍ଟ ୧୬: ଶରୀରରେ ହାଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହାର ଶକ୍ତ ହେବା ନିତାନ୍ତ ଆବଶ୍ୟକ ରହିଛି । ହାଡ ସୁସ୍ଥ ନ ରହିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ତେଣୁ ଖାଦ୍ୟରେ ଏଭଳି କିଛି ସାମିଲ କରନ୍ତୁ ଯାହା ଆପଣଙ୍କୁ ସୁସ୍ଥ ରଖିବା ସହିତ ହାଡକୁ ମଧ୍ୟ ସୁସ୍ଥ ରଖିବ । ଅଖରୋଟ – ଅଖରୋଟରେ ପ୍ରୋଟିନ୍, କ୍ୟାଲିସିୟମ, ଫସଫରସ୍, ଭିଟାମିନ୍ ଭଳି ଅନେକ ପୋଷଣ ରହିଛି, ଯାହା ଆମ […]
ନାଇଟ୍ ପାର୍ଟି ଡ୍ରେସ୍
Published On
By Samaya Live
ଆଜିକାଲି ରାତିରେ ପାର୍ଟି କରିବା ଯେମିତି ଏକ ଟ୍ରେଣ୍ଡ୍ ପାଲଟିଛି । ଏହି ନାଇଟ୍ ପାର୍ଟିରେ ସମସ୍ତେ ଅନ୍ୟଠୁ ଭିନ୍ନ ଏବଂ ଗ୍ଲାମର୍ ଦେଖିବାକୁ ଚାହାନ୍ତି । ଏଥିପାଇଁ ଆପଣ ପାର୍ଟିରେ ଆକର୍ଷଣୀୟ ଦେଖାଯିବା ପାଇଁ ସିମରୀ ଡ୍ରେସ୍ ପିନ୍ଧିପାରିବେ । ଆଜିକାଲି ଟ୍ରେଣ୍ଡ୍ରେ ଥିବା ସିମରୀ ଡ୍ରେସ୍ ପିନ୍ଧିଲେ ଆପଣ ବଲିଉଡ୍ ହିରୋଇନଙ୍କଠୁ ବି କୌଣସି ମାତ୍ରାରେ କମ୍ ଦେଖାଯିବେ ନାହିଁ । ସିମରୀ ଗାଉନ ନାଇଟ୍ ପାର୍ଟି ପାଇଁ ସିମରୀ ଗାଉନ ସବୁଠୁ ବେଷ୍ଟ୍ […]
ସ୍ୱାସ୍ଥ୍ୟକୁ ନଷ୍ଟ କରେ ଆମର କିଛି ଦୈନନ୍ଦିନ କୁଅଭ୍ୟାସ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୯: ଆଧୁନିକ ଜୀବନଶୈଳୀରେ ଆମର କେତେ ନିତିଦିନିଆ ଅଭ୍ୟାସ ରହିଛି, ଯାହାକୁ ଆମେ ପ୍ରାୟତଃ କାର୍ଯ୍ୟକାରୀ କରୁଥାଉ । କିନ୍ତୁ ଆମେ ଜାଣିନଥାଉ ଯେ ଆମର ଏପରି କିଛି ଅଭ୍ୟାସ ଆମ ଅଜାଣତରେ ଆମ ଶରୀରକୁ ସୁଫଳ ଦେବା ପରିବର୍ତ୍ତେ ଆମ ଶରୀରକ କ୍ଷତି ପହୁଞ୍ଚାଇଥାଏ । ଧିରେ ଧିରେ ଆମ ଶରୀର ଅସୁସ୍ଥ ହୋଇଥାଏ । ‘ହେଲ୍ଥ କେୟାର’ କମ୍ପାନୀର ପ୍ରତିଷ୍ଠାତା ନେହା ମିତଲ ସେହି କୁଅଭ୍ୟାସ ବିଷୟର ବ୍ୟାଖ୍ୟା କରିବା ସହିତ […]
ହରମୋନ୍ ଅସନ୍ତୁଳନ ମୁଖ ବ୍ରଣର କାରଣ, ଜାଣିବା ଏହାର କିଛି ଘରୋଇ ଉପଚାର ବିଷୟରେ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୬: ବୟସ ବୃଦ୍ଧି ତଥା ଅନ୍ୟାନ୍ୟ କିଛି କାରଣରୁ ଆମ ଶରୀରରେ ଅନେକ ସମୟରେ ହରମୋନ୍ ଅସନ୍ତୁଳନ ଦେଖାଦେଇଥାଏ । ହରମୋନ୍ ଅସନ୍ତୁଳନର ପ୍ରଭାବ ବିଶେଷକରି ଆମ ମୁହଁରେ ପ୍ରକାଶ ପାଇଥାଏ ମୁଖ ବ୍ରଣ ରୂପେ । ହରମୋନ୍ ଅସନ୍ତୁଳନରୁ ସୃଷ୍ଟି ହେଉଥିବା ମୁଖବ୍ରଣ ଅନେକଙ୍କର ଋତୁସ୍ରାବ କିମ୍ବା ଗର୍ଭଧାରଣ ସମୟରେ ବିଶେଷକରି ଦେଖାଦେଇଥାଏ । ଏହାର ନିୟନ୍ତ୍ରଣ କରିବା ଲାଗି ‘ଲଭ ଆର୍ଥ, ହର୍ବାଲ ଆଣ୍ଡ ଅର୍ଗାନିକ୍ ସ୍କିନ୍ କେୟାର’ କମ୍ପାନୀର ପ୍ରତିଷ୍ଠାତା […]

