Letter to President from Kalahandi
ଜିଲ୍ଲା 

ଛାତ୍ର ଇନ୍ଦ୍ର ମେଘୱାଲ ହତ୍ୟାକାରିକୁ ଫାସୀ ଦଣ୍ଡାଦେଶ ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର

ଛାତ୍ର ଇନ୍ଦ୍ର ମେଘୱାଲ ହତ୍ୟାକାରିକୁ ଫାସୀ ଦଣ୍ଡାଦେଶ ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଭବାନୀପାଟଣା : ଡ.ବି.ଆର ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ କଳାହାଣ୍ଡି ପକ୍ଷରୁ ଡ.ବି.ଆର ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲଙ୍କର ନେତୃତ୍ୱରେ ରାଜସ୍ଥାନର ଛାତ୍ର ଇନ୍ଦ୍ର ମେଘୱାଲଙ୍କ ଅଭିଯୁକ୍ତକୁ ଫାସୀ ଦଣ୍ଡାଦେଶ ଦାବିନେଇ ରାଷ୍ଟ୍ରପତି ଭାରତ ସରକାରଙ୍କୁ ଜିଲ୍ଲାପାଳ କଳାହାଣ୍ଡିଙ୍କର ଜରିଆରେ ଏକ ସ୍ମାରକ ପତ୍ର ଦିଆଯାଇଛି । ଏହି ସ୍ମାରକ ପତ୍ରରେ ଏହି ଘଟଣାର ଅଭିଯୁକ୍ତକୁ ଫାଶୀ ଦଣ୍ଡଦେଶ ନିବେଦନ ସହିତ ସ୍ୱାଧୀନତା ପରେ ଭାରତବର୍ଷରେ ହେଉଥିବା ଦଳିତ, ଅତ୍ୟାଚାର ଓ ଦଳିତ […]
Read More...

Advertisement