legendary Sunil Gavaskar
ଖେଳ 

କୋହଲିଙ୍କୁ ୨୦ ମିନିଟ ଭେଟିବାକୁ ଚାହାନ୍ତି ଗାଭାସ୍କର

କୋହଲିଙ୍କୁ ୨୦ ମିନିଟ ଭେଟିବାକୁ ଚାହାନ୍ତି ଗାଭାସ୍କର ଦିଲ୍ଲୀ : ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲିଙ୍କ ସପକ୍ଷରେ ବାହାରିଛନ୍ତି ପୂର୍ବତନ କି୍ରକେଟର ସୁନୀଲ ଗାଭାସ୍କର । କୋହଲିଙ୍କୁ ୨୦ ମିନିଟ୍‌ ପାଇଁ ଭେଟିଲେ ମୁଁ ତାଙ୍କୁ ଖରାପ ଫର୍ମରୁ ବାହାର କରିପାରିବି ବୋଲି ଗାଭାସ୍କର କହିଛନ୍ତି । ବିରାଟଙ୍କ ଖରାପ ସମୟରେ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି କିମ୍ବଦନ୍ତୀ କ୍ରିକେଟର ଗାଭାସ୍କର । ବିରାଟଙ୍କ ଫର୍ମ କାହିଁକି ଖରାପ ହୋଇଛି ? ସେ କାହିଁକି ଖେଳିପାରୁ ନାହାନ୍ତି ବୋଲି ତାଙ୍କ […]
Read More...

Advertisement