latest odia news
ଓଡ଼ିଶା 

ଲୋକପ୍ରି୍ୟ ଅଭିନେତା ରାଇମୋହନ କଲେ ଆତ୍ମହତ୍ୟା

ଲୋକପ୍ରି୍ୟ ଅଭିନେତା ରାଇମୋହନ କଲେ ଆତ୍ମହତ୍ୟା ଭୁବନେଶ୍ୱର: ଜୁନ୍‌ ୨୪: ଓଡ଼ିଆ ଫିଲ୍ମ ଜଗତର ବିଶିଷ୍ଠ କଳାକାର ରାଇମୋହନ ପରିଡ଼ା ଆଜି ଆତ୍ମହତ୍ୟା କରିଛନ୍ତି । ତାଙ୍କ ବାସଭବନରୁ ମୃତ ଦେଶ ଉଦ୍ଧାର କରାଯାଇଛି । ତେବେ କେଉଁ କାରଣ ପାଇଁ ସେ ଏହି ବଡ଼ ପଦକ୍ଷେପ ନେଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି । ରାଇମୋହନ ଓଡ଼ିଆ ଚଳଚ୍ଚିତ୍ରରେ ନକାରାତ୍ମକ ଭୂମିକା ପାଇଁ ଲୋପ୍ରିୟ । ଫିଲ୍ମ ‘ରଣଭୂମି’ରେ ତାଙ୍କର ଏକ ଡାଇଲଗ୍‌ ‘ହୋଇଟି ଆନାନି ଜ୍ୟୋତି ମାଷ୍ଟରାଣୀ’ ବହୁତ ଲୋକପ୍ରିୟ […]
Read More...
ଓଡ଼ିଶା 

ଆସନ୍ତା ମାସ ୨ରୁ ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାଙ୍କନ

ଆସନ୍ତା ମାସ ୨ରୁ ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାଙ୍କନ ଭୁବନେଶ୍ୱର: ମେ ୨୮:ଆସନ୍ତା ମାସ ଜୁନ୍‌ ୨ରୁ ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ମିଳିଛି । ସୂଚନା ଅନୁସାରେ, ୨ଟି ପର୍ଯ୍ୟାୟରେ ଯୁକ୍ତଦୁଇ ଖାତା ମୂଲ୍ୟାୟନ ହେବ । ଜୁନ୍‌ ୨ରୁ ଜୁନ୍‌ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଖାତା ମୂଲ୍ୟାୟନ ହେଉଥିଲା ବେଳେ ଜୁନ୍‌ ୧୩ରୁ ୨୨ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ । ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ […]
Read More...
ଜିଲ୍ଲା 

ପୋଖରୀରୁ ମିଳୁଥିବା ଶାମୁକାରୁ ମିଳୁଛି ଦେବାଦେବୀଙ୍କ ମୂର୍ତ୍ତି !

ପୋଖରୀରୁ ମିଳୁଥିବା ଶାମୁକାରୁ ମିଳୁଛି ଦେବାଦେବୀଙ୍କ ମୂର୍ତ୍ତି ! ବୌଦ୍ଧ : ବୌଦ୍ଧ ସହରର ବାପୁଜୀନଗରସ୍ଥିତ ଏକ ପୋଖରୀରୁ ମିଳୁଥିବା ଶାମୁକା ମଧ୍ୟରୁ ବିଭିନ୍ନ ଧର୍ମର ଦେବାଦେବୀଙ୍କ ମୂର୍ତ୍ତି ମିଳୁଥିବା ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଛୋଟପିଲା ଗ୍ରାମ ପୋଖରୀକୁ ଶୌଚ ହେବାକୁ ଯାଇଥିବାବେଳେ ଉତ୍ସୁକତା ବଶତଃ ଜଣେ ପିଲା ପୋଖରୀରେ ପଡିଥିବା ଶାମୁକା ଉଠାଇ ଖୋଲିଥିଲେ । ଶାମୁକା ଭିତରେ ଗଣେଶଙ୍କ ପ୍ରତିକୃତି ଦେଖି ଏହି କଥା ଅନ୍ୟ ସାଙ୍ଗମାନଙ୍କୁ ଜଣାଇବା ପରେ ସବୁ ସାଙ୍ଗ ମିଶି ପଡିଥିବା ଶାମୁକା ସବୁ ଉଠାଇ ଖୋଲିବାକୁ […]
Read More...
ଓଡ଼ିଶା 

କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ କବି ପ୍ରଫେସର ପ୍ରମୋଦ କୁମାର ମହାନ୍ତିଙ୍କ ପରଲୋକ

କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ କବି ପ୍ରଫେସର ପ୍ରମୋଦ କୁମାର ମହାନ୍ତିଙ୍କ ପରଲୋକ ଭୁବନେଶ୍ୱର: ଫେବୃଆରୀ ୨: ଆଜି ସକାଳ ସମୟରେ ଖ୍ୟାତନାମା କବି ପ୍ରଫେସର ପ୍ରମୋଦ କୁମାର ମହାନ୍ତିଙ୍କର ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ‘ଅସରନ୍ତି ଅଣସର’ କବିତା ସଙ୍କଳନ ପାଇଁ ୨୦୦୮ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି କବିତା ସଂକଳନଟି ପରବର୍ତ୍ତୀ ସମୟରେ ମେରି ମହାନ୍ତିଙ୍କ ଦ୍ୱାରା ‘ଏଣ୍ଡ୍ଲେସ୍‌ ଆଡର୍ଣ୍ଣମେଣ୍ଟ୍‌’ ନାମରେ ଇଂରାଜୀ ଭାଷାକୁ ଅନୁଦିତ ହୋଇଥିଲା । ଭୁବନେଶ୍ୱରସ୍ଥିତ ରାଜ୍ୟ […]
Read More...
ଜିଲ୍ଲା 

ସନସାଇନ୍‌ ସ୍କୁଲରୁ ଚାକିରି ଛାଡିବାକୁ ଚାହୁଁଥିଲେ ମମିତା, ତେବେ କାହିଁକି?

ସନସାଇନ୍‌ ସ୍କୁଲରୁ ଚାକିରି ଛାଡିବାକୁ ଚାହୁଁଥିଲେ ମମିତା, ତେବେ କାହିଁକି? ବଲାଙ୍ଗିର : ମମିତା ନିଖୋଜ ମାମଲାରେ ଆସିଛି ନୂଆ ମୋଡ । ମହାଲିଙ୍ଗ ସ୍ଥିତ ଷ୍ଟାଡିୟମର ମାଟି ତଳୁ ମିଳିଥିବା ପାଉଁଜି, ସୁନା ଚେନ ଓ ବ୍ୟାଗ ମମିତାଙ୍କର ବୋଲି ସ୍ପଷ୍ଟ କରିଛନ୍ତି ତାଙ୍କର ପରିବାର ଲୋକେ । ଷ୍ଟାଡିୟମ ଭିତରେ ଖୋଳି ମାଟିତଳୁ ଆଜି ସକାଳେ ଏହି ସବୁ ସାମଗ୍ରୀ ପାଇଥିଲା ପୁଲିସ । ଏହାସହ ମାଟିତଳୁ ଏକ ଟାୟାର, କାଠଖଣ୍ଡ ମଧ୍ୟ ଜବତ କରିଥିଲା ପୁଲିସ । କି;ୁ ଘଟଣାସ୍ଥଳରୁ କୌଣସି ହାଡଖଣ୍ଡ ଜବତ […]
Read More...
ଜିଲ୍ଲା 

ବେଆଇନ ଗଛକଟାକୁ ଅଟକାଇଲେ ଏନ୍‌ଜିଟି

ବେଆଇନ ଗଛକଟାକୁ ଅଟକାଇଲେ ଏନ୍‌ଜିଟି ସୁନ୍ଦରଗଡ଼ /କୋଇଡା : ଶିଳ୍ପ ପାଇଁ ଖୋଲାଖୋଲି ଭାବେ ଚାଲିଥିବା ବେଆଇନ ଜଙ୍ଗଲ କଟା । ଶେଷରେ ଏହାକୁ ଜାତୀୟ ସବୁଜ ପ୍ରାଧିକରଣ (ନ୍ୟାସନାଲ ଗ୍ରିନ୍‌ ଟ୍ରିବୁନାଲ- ଏନ୍‌ଜିଟି) ଅଟକାଇଛନ୍ତି । ଏଥିସହ ନିଜର ପକ୍ଷ ରଖିବାଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ସ୍ଥାନୀୟ ବନବିଭାଗର ନିରବତା ଉପରେ ଏବେ ବିରାଟ ପ୍ରଶ୍ନ ଉଠିଛି ? ଦିନ ଦ୍ୱିପ୍ରହରରେ ସମସ୍ତଙ୍କ ଆଖି ଆଗରେ ହଜାର ହଜାର ଗଛ କଟା ଯାଉଥିବାର ଖବର ଗଣମାଧ୍ୟମରେ […]
Read More...
ଓଡ଼ିଶା 

ରାଜ୍ୟରେ ୧୦ରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା

ରାଜ୍ୟରେ ୧୦ରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଭୁବନେଶ୍ୱର: ଅକ୍‌ଟୋବର ୦୬: ପୁଣି ଥରେ ଦେଶରେ ମୌସୁମୀ ପ୍ରକିୟା ଆରମ୍ଭ ହୋଇଛି । ଉତ୍ତର ଆଣ୍ଡାମାନ୍‌ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଆଗାମୀ ୧୦ ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ ବୋଲି ସୂଚନା ମିଳିଛି । ୪ରୁ ୫ ଦିନ ଭିତରେ ଲଘୁଚାପ ଓଡିଶା […]
Read More...
ଓଡ଼ିଶା 

କ୍ରୁଜ୍‌ରେ ରେଭ୍‌ ପାର୍ଟିରେ ଓଡ଼ିଆ ପୁଅ: ବାପା କହିଲେ ମୋ ପୁଅ କିଛି ଅପରାଧ କରିନି

କ୍ରୁଜ୍‌ରେ ରେଭ୍‌ ପାର୍ଟିରେ ଓଡ଼ିଆ ପୁଅ: ବାପା କହିଲେ ମୋ ପୁଅ କିଛି ଅପରାଧ କରିନି ଭୁବନେଶ୍ୱର : ଅକ୍‌ଟୋବର ୦୬: କ୍ରୁଜ୍‌ ଜାହାଜରେ ହୋଇଥିବା ରେଭ୍‌ ପାର୍ଟିରେ ବଲିଉଡ ଷ୍ଟାର ଶାହାରୁଖ ଖାନ୍‌୍‌ଙ୍କ ପୁଅ ସମେତ ୧୫ ଜଣଙ୍କୁ ଏନ୍‌ସିବି ପୋଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଛନ୍ତି । ସେମାନେ ହେଲେ ରାଉଲଲୋର ମନୀଷ ରାଜଗରିଆ ଏବଂ ସୁନ୍ଦରଗଡ଼ ସ୍ଥିତ ରଘୁନଥପଲୀର ଅଭିନ ସାହୁ । ତେବେ ଗିରଫ ମନୀଷଙ୍କ ପାଖରୁ ୨.୪ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏନେଇ ତାଙ୍କ ପିତା ଏହି […]
Read More...
ଜିଲ୍ଲା 

ଲରମ୍ଭା ଅଞ୍ଚଳରେ ହାତୀ ଉପଦ୍ରବ

ଲରମ୍ଭା ଅଞ୍ଚଳରେ ହାତୀ ଉପଦ୍ରବ ପାଟଣାଗଡ: ସେପ୍‌ଟେମ୍ବର ୩୦ : ଏହି ବ୍ଲକ ଲରମ୍ଭା ପଞ୍ଚାୟତ ଅଞ୍ଚଳରେ ଗତ ଦୁଇ ଦିନ ଧରି ୨ଟି ବଣୁଆ ହାତୀ ଉପଦ୍ରବ ଚଳାଇଥିବା ଅଭିଯୋଗ ହୋଇଛି । ଉକ୍ତ ପଞ୍ଚାୟତର ଇନ୍ଦପୁର, ଲରମ୍ଭା, କହ୍ନେଇଟାଲ ଇତ୍ୟାଦି ଗ୍ରାମମାନଙ୍କରେ କିଛି ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେଇଥିବା ସହ ଧାନ, ମକା ଇତ୍ୟାଦି ବିଭିନ୍ନ ଫସଲ ନଷ୍ଟ କରିଦେଇଥିବା ଜଣାଯାଇଛି । ପ୍ରକାଶ ଯେ, ହାତୀ ଦୁଇଟି ପ୍ରଥମେ ଇନ୍ଦପୁର ଗ୍ରାମରେ ପଶି ଫଗନୁ ବନଗୁଲାଙ୍କ ମାଟି ଛପର […]
Read More...
ଜିଲ୍ଲା 

ଭୀମଭୋଇ ମେଡିକାଲ କଲେଜରେ ଏକ୍ସପାରୀ ଔଷଧ ଦିଆଯାଇଥିବା ଅଭିଯୋଗ

ଭୀମଭୋଇ ମେଡିକାଲ କଲେଜରେ ଏକ୍ସପାରୀ ଔଷଧ ଦିଆଯାଇଥିବା ଅଭିଯୋଗ ବଲାଙ୍ଗିର: ସେପ୍‌ଟେମ୍ବର ୩୦ : ରୋଗ ଭଲ ପାଇଁ ଲୋକ ମେଡିକାଲ୍‌ ଆସୁଛନ୍ତି । କି;ୁ ଏଠି ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ଔଷଧ ବିତରଣ ଦାୟିତ୍ୱରେ ଥିବା କର୍ମଚାରୀ । ଔଷଧର ଏକ୍ସପାରୀ ତାରିଖ ଦେଖୁନାହାଁନ୍ତି, ସିଧା ରୋଗୀଙ୍କୁ ଖାଇବାକୁ ଦେଇ ଦେଉଛନ୍ତି । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ଜଣେ ରୋଗୀ । ଛାତି ରୋଗରେ ପୀଡ଼ିତ ଜଣେ ଯୁବକ ଭୀମଭୋଇ ମେଡିକାଲର ବହିଃ ବିଭାଗରେ ଦେଖାଇ […]
Read More...
ଦେଶ- ବିଦେଶ 

ନଭେମ୍ବର ମାସ ଏନ୍‌ଡିଏ ପରୀକ୍ଷାରେ ସାମିଲ ହେବେ ମହିଳା

ନଭେମ୍ବର ମାସ ଏନ୍‌ଡିଏ ପରୀକ୍ଷାରେ ସାମିଲ ହେବେ ମହିଳା ଦିଲ୍ଲୀ: ସେପ୍‌ଟେମ୍ବର ୨୨: ଆସନ୍ତା ବର୍ଷ ନୁହେଁ ବରଂ ଚଳିତ ବର୍ଷରେ ମହିଳାମାନେ ଏନ୍‌ଡିଏ (ନ୍ୟାସନଲ ଡିଭେନ୍ସ ଏକାମଡେମୀ)ପରୀକ୍ଷା ଦେବେ ବୋଲି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି । ଲିଙ୍ଗଗତ ସମାନତାକୁ ବର୍ଷକ ଲାଗି ମଧ୍ୟ ସ୍ଥଗିତ ରଖାଯାଇପାରିବ ନାହିଁ । ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛି ଯେ, ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଏନ୍‌ଡିଏ ପରୀକ୍ଷାରେ ଦିନକ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ମହିଳାମାନଙ୍କୁ ସାମିଲ କରାଇବେ । ଏହାସହିତ ସେମାନଙ୍କ ପାଇଁ ଫିଜିକାଲ୍‌ ଫିଟ୍‌ନେସ୍‌, […]
Read More...
ଜିଲ୍ଲା 

ଦୁର୍ଘଟଣା ମୃତୁ୍ୟ ହାର ରୋକିବାରେ ସୋନପୁର ଜିଲ୍ଲା ରାଜ୍ୟରେ ଏକ ନମ୍ବର

ଦୁର୍ଘଟଣା ମୃତୁ୍ୟ ହାର ରୋକିବାରେ ସୋନପୁର ଜିଲ୍ଲା ରାଜ୍ୟରେ ଏକ ନମ୍ବର ସୋନପୁର: ସେପ୍‌ଟେମ୍ବର ୨୨ : ଦୁର୍ଘଟଣା ରୋକିବାରେ ବିଗତ ବର୍ଷ ମାନଙ୍କରେ ସୁବର୍ଣ୍ଣପୁର ଜିଲ୍ଲା ଚଳିତ ବର୍ଷ ୨୦୨୧ ଜାନୁଆରୀ ମାସରୁ ଜୁନ ୩୦ ଯାଏ ଦୁର୍ଘଟଣା ମୃତୁ୍ୟ ହାର ରୋକିବା ଦିଗରେ ଆଗରେ ଅଛି । ଜିଲ୍ଲା ରାଜ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରି ଆଞ୍ଚଳିକ ପରିବହନ ବିଭାଗ ତଥା ସମଗ୍ର ଜିଲ୍ଲାର ଗୌରବ ବଢ଼ାଇଛନ୍ତି । ଗତ ମାସ ଅଗଷ୍ଟ ୩୧ ରେ ମୁଖ୍ୟ ଶାସନ ସଚିବ ଭିଡିଓ କନ ଫରେନି୍ସ ମାଧ୍ୟମରେ […]
Read More...

Advertisement