latest news in odia
ଓଡ଼ିଶା 

ମମିତା ଖାଇଲେନି ମାଣିକେଶ୍ୱରୀଙ୍କ ଶପଥ, ତଣ୍ଟି ଚିପିଦେଲା ଗୋବିନ୍ଦ

ମମିତା ଖାଇଲେନି ମାଣିକେଶ୍ୱରୀଙ୍କ ଶପଥ, ତଣ୍ଟି ଚିପିଦେଲା ଗୋବିନ୍ଦ ବଲାଙ୍ଗିର: ଅକ୍‌ଟୋବର ୨୧: ଅନୈତିକ ପ୍ରେମ ସମ୍ପର୍କକୁ ବାହାରେ ପ୍ରଘଟ କରିଦେବାର ଧମକ ପାଇଁ ମମିତାର ଜୀବନ ଗଲା । ଶେଷରେ ଲୋକଲଜ୍ଜା ଭୟରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ତଣ୍ଟି ଚିପି ହତ୍ୟା କଲେ ସନସାାଇନ୍‌ ସ୍କୁଲ ଅଧ୍ୟକ୍ଷ ଗୋବିନ୍ଦ ସାହୁ । ହେଲେ ମମିତାଙ୍କୁ ହତ୍ୟା କରିବାଠୁ ଆରମ୍ଭ କରି ଶବ ପୋଡ଼ିବା ଓ ପୋତିବା ପର୍ଯ୍ୟନ୍ତ ଏ ନେଇ କାହାକୁ ଅବଗତ କରାଇ ନଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି ଗୋବିନ୍ଦ । ନିଜ […]
Read More...
ଦେଶ- ବିଦେଶ 

୫ ଦିନିଅ ଆମେରିକା ଗ୍ରସ୍ତରେ ପ୍ରଧାନମନ୍ତ୍ରୀ

୫ ଦିନିଅ ଆମେରିକା ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ : ସେପ୍‌ଟେମ୍ବର ୨୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିନିଆ ଆାମେରିକା ଗସ୍ତରେ ଅଛନ୍ତି । ସେ ଆଜିଠୁ ଆରମ୍ଭ କରି ୨୬ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମହାମାରୀ କରୋନା ସକାଶେ ସେ ପ୍ରାୟ ଦୁଇ ବର୍ଷ ହେବ ବିଦେଶ ଗ୍ରସ୍ତ କରିପାରିନଥିଲେ । ତେବେ ଆଜି ପ୍ରଧାନମନ୍ତ୍ରୀ ୱାଶିଂଟନରେ ପହଞ୍ଚିବେ । ଏହାସହିତ ମୋଦି କୋଭିଡ-୧୯ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୨୩ ତାରିଖରେ […]
Read More...
ଦେଶ- ବିଦେଶ 

ଦିଲ୍ଲୀରେ ବାଣ ବିକ୍ରୟ ଉପରେ ନିଷେଧ

ଦିଲ୍ଲୀରେ ବାଣ ବିକ୍ରୟ ଉପରେ ନିଷେଧ ଦିଲ୍ଲୀ: ସେପ୍‌ଟେମ୍ବର ୧୫: ଆଗକୁ ଆସୁଥିବା ଦୀପାବଳି ସକାଶେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିଲ୍ଲୀ ସରକାର ବାଣ ସଂରକ୍ଷଣ ତଥା ବିକ୍ରୟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଦକ ଲଗାଇଛନ୍ତି । ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଥିଲେ । ଦିଲ୍ଲୀର ପ୍ରଦୂଷଣ ବିପଦଜ୍ଜନକ ପରିସ୍ଥିତିରେ ଆସିପହଞ୍ଚିଛି […]
Read More...
ଦେଶ- ବିଦେଶ 

ମହିଳାଙ୍କୁ ‘ପର୍ମାନେଣ୍ଟ୍‌ କମିସନ୍‌ଦ ଦେବାକୁ ତିନି ସେନା ମୁଖ୍ୟ ରାଜି: ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର

ମହିଳାଙ୍କୁ ‘ପର୍ମାନେଣ୍ଟ୍‌ କମିସନ୍‌ଦ ଦେବାକୁ ତିନି ସେନା ମୁଖ୍ୟ ରାଜି: ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର ନୂଆଦିଲ୍ଲୀ: ମହିଳାମାନଙ୍କୁ ‘ପର୍ମାନେଣ୍ଟ୍‌ କମିସନ୍‌ଦ ଦେବା ସହ ସେମାନଙ୍କୁ ‘ଏନଡ଼ିଏଦ ଓ ନେଭାଲ୍‌ଏକାଡେମିଦକୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବା ଲାଗି ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ନେଇ ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ଐଶ୍ୱର୍ଯ୍ୟା ଭାଟୀ ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଛନ୍ତି । ସର୍ବୋଚ୍ଚ ଅଦାଲତଙ୍କୁ ସେ କହିଲେ, ମୋ ପାଖରେ ଗୁରୁିତ୍ୱପୂର୍ଣ୍ଣ ଖବର ରହିଛି । ‘ଏନଡ଼ିିଏଦ ଓ ନାଭାଲ୍‌ଏକାଡେମିଦ ଜରିଆରେ ଝିଅମାନଙ୍କୁ ‘ପର୍ମାନେଣ୍ଟ୍‌ କମିସନ୍‌ଦ ଦେବା ପାଇଁ ସେନା ମୁଖ୍ୟମାନେ […]
Read More...

Advertisement