lady blackmailer Archana Nag
ଓଡ଼ିଶା  ଅପରାଧ 

ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି, ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ସାମ୍ନାସାମ୍ନି ଜେରା

ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି, ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ସାମ୍ନାସାମ୍ନି ଜେରା ଭୁବନେଶ୍ୱର: ଅର୍ଚ୍ଚନା ନାଗ ବ୍ଲାକ୍‌ମେଲ ଜରିଆରେ ଟଙ୍କା ହଡ଼ପ ମାମଲାରେ ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଦ୍ୱିତୀୟ ଦିନ ଲାଗି ସେ ଇଡିରେ ହାଜର ହୋଇଛନ୍ତି । ସେଠାରେ ତାଙ୍କୁ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ସାମ୍ନାସାମ୍ନି ଜେରା କରାଯାଇଥିବା ସୂଚନା ମଳିଛି । ଶ୍ରଦ୍ଧାଞ୍ଜଳିଙ୍କ ପାଢ଼ଠପାଢ଼ା ଠାରୁ ଆରମ୍ଭ କରି ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଆସିବା ପର୍ଯ୍ୟନ୍ତ ସବୁ ଦିଗ ଉପରେ ଇଡି ପଚରାଉଚରା କରୁଛି । […]
Read More...
ଓଡ଼ିଶା  ଅପରାଧ 

ଆଜି ଏସଡିଜେଏମ କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ

ଆଜି ଏସଡିଜେଏମ କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ ଭୁବନେଶ୍ୱର :ବହୁ ଚର୍ଚିତ ଲେଡି ବ୍ଳକମେଲର ଅର୍ଚ୍ଚନା ନାଗ ଆଜି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବେ I ବହୁ ବଡ଼ ବାଡ଼ିଆଙ୍କୁ ନିଜ ନାଗଫାଶରେ ବାନ୍ଧି ୫ ବର୍ଷ ମଧ୍ୟରେ ରୋଜଗାର କରିଛନ୍ତି କୋଟି କୋଟି ଟଙ୍କା I ଏହି ଘଟଣାରେ ନୟାପଲ୍ଲୀ ଥାନା ପୋଲିସ ହାତରେ ଗିରଫ ହୋଇ ବର୍ତ୍ତମାନ ଝାରପଡା ଜେଲ ରେ ଅଛନ୍ତି I ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ […]
Read More...
ଓଡ଼ିଶା 

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଡାଏରୀ ନେଇ ଚର୍ଚ୍ଚା: ଖୋଲିପାରେ ଅନେକ ଗୁମର

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଡାଏରୀ ନେଇ ଚର୍ଚ୍ଚା: ଖୋଲିପାରେ ଅନେକ ଗୁମର ଭୁବନେଶ୍ୱର: ଭିଭିଆଇପିମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତକୁ ଭିଡିଓ ସୁଟ୍‌ କରି ବ୍ଲାକ୍‌ମେଲ କରି ଅର୍ଥ ହଡ଼ପ କରୁଥିବା ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପୋଲିସ ଗିରଫ କରିଛି । ଏହାସହିତ ପୋଲିସ ଜଗବନ୍ଧୁଠାରୁî ଏକ ଡାଏରୀ ଜବତ କରିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି । ଗିରଫ ପରେ ପୋଲିସ ଜଗବନ୍ଧୁ ରହୁଥିବା ଘରରେ ସର୍ଚ୍ଚ କରିଛି । ଯେଉଁଠାରେ ଗୁରୁତ୍ୱପୂର୍ଣ୍ଣ ଜିନିଷ ଜବତ ହୋଇଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ […]
Read More...

Advertisement